ନିର୍ବାଚନ ଖର୍ଚ୍ଚ ନିମନ୍ତେ ସ୍ୱାଧୀନ ପ୍ରାର୍ଥୀ ବିକିବେ ନିଜ କିଡନୀ !
ଗୌହାଟୀ : ଆସାମର ଜଣେ ଯୁବକ ଆଗାମୀ ଲୋକସଭା ନିର୍ବାଚନ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବାକୁ ଯାଉଛନ୍ତି । ତେବେ ନିର୍ବାଚନ ଲାଗି ଅର୍ଥରାଶି ଯୋଗାଡ କରିବା ପାଇଁ ସେ ନିଜ କିଡନୀ ବିକିବେ ବୋଲି କହିଛନ୍ତି । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।
ଆସାମର ମୋଦତୀ ଗ୍ରାମର ସୁକୁର ଅଲ୍ଲୀ…