କଟକରୁ ପଞ୍ଚାନନ, ବେଗୁନିଆରୁ ଜାନକୀ ପଟ୍ଟନାୟକଙ୍କ ପୁଅ କଂଗ୍ରେସ ପକ୍ଷରୁ ଲଢିବେ
ନୂଆଦିଲ୍ଲୀ/ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କେନ୍ଦ୍ରୀୟ ନିର୍ବାଚନ କମିଟି ମଙ୍ଗଳବାର ବିଳମ୍ବିତ ରାତିରେ ଓଡ଼ିଶାର ୨ଟି ଲୋକସଭା ଏବଂ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି ।
ଏହି ଘୋଷିତ ତାଲିକା ଅନୁଯାୟୀ, ଯାଜପୁର ସଂରକ୍ଷିତ ଲୋକସଭା ଆସନରୁ…