ବିଜେପିରେ ଯୋଗଦେଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ ଓ ତାଙ୍କ ପୁଅ ଅଭିମନ୍ୟୁ
ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭଦ୍ରକ ଲୋକସଭା ଆସନରୁ ୮ଥର ବିଜେଡ଼ି ଟିକଟରେ ନିର୍ବାଚନ ଲଢି ସାଂସଦ ହୋଇଥିବା ବରିଷ୍ଠ ନେତା ଅର୍ଜୁନ ଚରଣ ସେଠୀ ଓ ତାଙ୍କର ପୁଅ ଅଭିମନ୍ୟୁ ସେଠୀ ଶନିବାର ଦିନ ବିଜେପିରେ ଯୋଗଦାନ କରିଛନ୍ତିି ।
ଭଦ୍ରକ ସଂରକ୍ଷିତ ଲୋକସଭା ଆସନର ସାଂସଦ ଅର୍ଜୁନ…