ପୂର୍ବତଟ ରେଲୱେ କର୍ମଚାରୀଙ୍କ ପିଲାମାନେ ସ୍ୱତନ୍ତ୍ର ଅଭିଜ୍ଞତା ଯାତ୍ରାରେ ହାଇଦ୍ରାବାଦ ଗଲେ
ଭୁବନେଶ୍ୱର : ପୂର୍ବତଟ ରେଳପଥ ପକ୍ଷରୁ ରେଳକର୍ମଚାରୀଙ୍କ ପିଲାମାନଙ୍କ ପାଇଁ ହାଇଦ୍ରାବାଦକୁ ଏକ ସ୍ୱତନ୍ତ୍ର ଅଭିଜ୍ଞତା ଯାତ୍ରା ଆୟୋଜନ କରାଯାଇଅଛି ।
ଯେଉଁଥିରେ ଏହାର ପରିସୀମା ମଧ୍ୟରୁ ଉଭୟ ବାଳକ ଓ ବାଳିକା ସମୁଦାୟ ୬୦ ଜଣ ପିଲା ଭାଗନେଇଛନ୍ତି ଓ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ…