ବଲିଉଡ଼କୁ ଫେରୁଛନ୍ତିି ଗଜରାଜ, ମାର୍ଚ୍ଚ ୨୯ରେ ରିଲିଜ୍ ହେବ ‘ଜଙ୍ଗଲୀ’
ମୁମ୍ବାଇ: ବଲିଉଡ଼ ସୁପରଷ୍ଟାର୍ ରାଜେଶ ଖାନ୍ନାଙ୍କ ଅଭିନିତ ‘ହାତୀ ମେରେ ସାଥୀ’ ୧୯୭୧ ମସିହାରେ ରିଲିଜ ହେବା ପରେ ହାତୀକୁ ନେଇ ସେପରି କୌଣସି ବଳିଷ୍ଠ କାହାଣୀର ସିନେମା ଏଯାଏଁ ରିଲିଜ୍ ହୋଇପାରିନାହିଁ । ଗଜରାଜଙ୍କୁ ନେଇ ହିନ୍ଦୀ ଚଳଚ୍ଚିତ୍ର ଜୁମ୍ବୋ, ସଫେଦ୍ ହାତୀ, କାଲା ପର୍ବତ ଓ ଜଙ୍ଗଲ୍…