Latest Odisha News

BREAKING NEWS

ଗହୀରମଥାରେ ୨.୫ ଲକ୍ଷରୁ ଅଧିକ କଇଁଛଙ୍କ ସମୂହ ଅଣ୍ଡାଦାନ

ରାଜନଗର : କେନ୍ଦ୍ରାପଡା ଜିଲ୍ଲାର ଗହୀରମଥାରେ ଅଲିଭ ରିଡଲେ କଇଁଛ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପ୍ରାୟ ୨.୫ ଲକ୍ଷରୁ ଅଧିକଅଲିଭ ରିଡଲେ କଇଁଛ ଗତ ୩ ଦିନ ହେଲାଣି ଅଣ୍ଡା ଦେବା ଆରମ୍ଭ କରିଛନ୍ତି । ଏହି ଅଣ୍ଡାଦାନ ପ୍ରକ୍ରିୟା…

ଗଜପତିରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କାମ୍ବାଇ ଗ୍ରାମରେ ଶନିବାର ଦିନ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁଯାୟୀ ମୃତ ଯୁବତୀଙ୍କ ନାମ ସସ୍ମିତା ମାଝି । ସେ ଆଜି କୌଣସି କାରଣବଶତଃ ବିଷ ପିଇଦେଇଥିଲେ । ପରବର୍ତ୍ତୀ ସମୟରେ ପରିବାର ସଦସ୍ୟ ଗୁରୁତର…

କ୍ରିଷନ୍ କୁମାରଙ୍କ ବଦଳରେ ପ୍ରେମ କୁମାର ଝା ବିଡ଼ିଏ ଉପାଧ୍ୟକ୍ଷ ଭାବେ ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରେମ କୁମାର ଝାଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ)ର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଅପର୍ଣ କରାଯାଇଛି । ଏନେଇ ରାଜ୍ୟ ସଚିବାଳୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶିତ…

ମ୍ୟାଟ୍ରିକ୍ ଗଣିତ ପ୍ରଶ୍ନପତ୍ର ଲିକ୍ ଘଟଣାରେ ୩ ନିଲମ୍ବିତ

କଟକ : ମ୍ୟାଟ୍ରିକ୍ ପରୀକ୍ଷାରେ ଶନିବାର ଦିନ ଗଣିତ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ମାଧ୍ୟମିକ ଶିକ୍ଷା ପରିଷଦ ଆଜି କଳାହାଣ୍ଡି ଜିଲ୍ଲାର ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ୩ଜଣଙ୍କୁ ନିଲମ୍ବିତ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ବିଏସଇ ଅଧ୍ୟକ୍ଷା ଜାହାନ ଆରା ବେଗମ୍…

ପୁଣି ଭାଇରାଲ ହେଲା ମ୍ୟାଟ୍ରିକ ଗଣିତ ପ୍ରଶ୍ନପତ୍ର

ଭୁବନେଶ୍ୱର : ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ପ୍ରଥମ ଦିନ ସାହିତ୍ୟ ଓ ପରେ ଇଂରାଜୀ ବିଷୟ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଶନିବାର ଦିନ ପୁଣି ଗଣିତ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ଏହି ଗଣିତ ପ୍ରଶ୍ନପତ୍ର ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ଭାଇରାଲ ହୋଇଥିବା…

ଆରମ୍ଭ ହେଲା ସିବିଏସଇ ଦ୍ୱାଦଶ ପରୀକ୍ଷା, ଓଡିଶାରୁ ୧୬ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର : ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ(ସିବିଏସଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶନିବାର ଦିନ ସାରା ଦେଶରେ ଆରମ୍ଭ ହୋଇଛି। ୧୨ଲକ୍ଷ ୮୭ ହଜାର ୩୫୯ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ରେଜିଷ୍ଟ୍ରେସନ୍ କରିଛନ୍ତି। ସେମାନଙ୍କ…

ମାର୍ଚ୍ଚ ୮ରେ ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ମାର୍ଚ୍ଚ ୮ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସିବେ । ଏନେଇ ଶନିବାର ଦିନ ଓପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି । ଆହୁରି ମଧ୍ୟ ଏହି ଗସ୍ତବେଳେ ରାହୁଲ ଗାନ୍ଧୀ…

ସ୍ୱଦେଶ ଫେରିଲେ ବୀର ଅଭିନନ୍ଦନ, ବାୟୁସେନା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ସ୍ୱଦେଶକୁ ଫେରିଲେ ବାୟୁସେନା ପାଇଲଟ୍ ଅଭିନନ୍ଦନ ବର୍ଦ୍ଧମାନ । ଅଭିନନ୍ଦନ ପାକିସ୍ତାନରେ ଦୀର୍ଘ ୬୦ ଘଣ୍ଟା ରହିବା ପରେ ଆଜି ପାକିସ୍ତାନ-ଭାରତ ସୀମା ଅଟ୍ଟାରୀସ୍ଥ ୱାଘା ବୋର୍ଡ଼ର୍ ଚେକ୍ ପୋଷ୍ଟରେ ପହଞ୍ଚିଛନ୍ତି । ତେବେ ପାକିସ୍ତାନ କର୍ତ୍ତୃପକ୍ଷ ଅପରାହ୍ନରେ ଅଭିନନ୍ଦନଙ୍କୁ…

ଝାରସୁଗୁଡ଼ା: ଓଡ଼ିଶାର ୨ଟି ବୃହତ ତାପଜ ବିଜୁଳି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଜିଲ୍ଲା ବରହରପାଲି ଷ୍ଟେସନରେ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନର ଇବ୍ ଥର୍ମାଲ୍ ପାୱାର ୩ୟ ଓ ୪ର୍ଥ ୟୁନିଟ୍ ତାପଜ ବିଜୁଳି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । “୧୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି…

ମାସୁଦ ଆଝାର୍ ରହିଥିବା ନେଇ ପାକିସ୍ତାନ ଶେଷରେ ସ୍ୱୀକାର କଲା

ଇସଲାମାବାଦ: ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ପ୍ରତିଷ୍ଠାତା ମୌଲାନା ମାସୁଦ୍ ଆଝାର ପାକିସ୍ତାନରେ ରହିଥିବା ସ୍ପଷ୍ଟ କରିଛି ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ । ମାସୁଦ ଆଝାର ଏବେ ଅତ୍ୟନ୍ତ ଅସୁସ୍ଥ ରହିଥିବାର ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ସୂଚନା ପ୍ରଦାନ…