ବଲାଙ୍ଗିର: ଓଲଟିଲା ମାଟ୍ରିକ୍ ପ୍ରଶ୍ନପତ୍ର ବୋଝେଇ ଟ୍ରକ୍
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ବଇଣ୍ଡା ନିକଟସ୍ଥ ଜାତୀୟ ରାଜପଥ-୫୫ ରାସ୍ତାରରେ ଗୁରୁବାର ଭୋର୍ ସମୟରେ ମାଟ୍ରିକ୍ ପ୍ରଶ୍ନପତ୍ର ଭରା ଏକ ଟ୍ରକ୍ ଦୁର୍ଘଟଣା ଗସ୍ତ ହୋଇଛି ।
ମିଳିଥିବା ସୂଚନାନୁଯାୟୀ ଏହି ଟ୍ରକ୍ ମାଟ୍ରିକ୍ ପ୍ରଶ୍ନପତ୍ର ବୋଝେଇ କରି କଟକରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା।…