Latest Odisha News

BREAKING NEWS

ଭାରତୀୟ ବାୟୁସେନାର ପୋଖରାନରେ ବାୟୁଶକ୍ତି ପ୍ରଦର୍ଶନ

ପୋଖରାନ: ଭାରତୀୟ ବାୟୁସେନା ପକ୍ଷରୁ ରାଜସ୍ଥାନର ପୋଖରାନଠାରେ ବିଭିନ୍ନ କ୍ଷେପଣାସ୍ତ୍ର ତଥା ଲଢୁଆ ବିମାନର ପ୍ରଦର୍ଶନ ହୋଇଛି । #WATCH Vayu Shakti 2019, firepower demonstration of the Indian Air Force at Pokhran Range in Rajasthan. pic.twitter.com/sdSV5ZxC2n…

ଜମ୍ମୁ ଓ କାଶ୍ମୀରରେ ପୁଣି ଆଇଇଡି ବିସ୍ଫୋରଣ, ସେନା ଅଧିକାରୀ ନିହତ

ଶ୍ରୀନଗର : ଜମ୍ମୁ ଓ କାଶ୍ମୀର ପୁଲୱାମା ଠାରେ ଘଟିଥିବା ବର୍ବରୋଚିତ ଆତ୍ମଘାତୀ ଆକ୍ରମଣକୁ ୪୮ ଘଣ୍ଟା ନପୁରୁଣୁ ରଜୌରୀଠାରେ ନୌଶେରା ସେକ୍ଟରର ଲାମ୍ ଅଞ୍ଚଳରେ ଆଇଇଡି ବିସ୍ଫୋରଣ ଘଟି ଜଣେ ସେନା ଅଧିକାରୀ ସହିଦ ହୋଇଛନ୍ତି । https://twitter.com/ANI/status/1096739692526141440…

ପୁଲୱାମା ଆକ୍ରମଣ: କପିଲ୍ ଶର୍ମାଙ୍କ କମେଡ଼ି ଶୋ’ରୁ ବିଦା ହେଲେ ନଭଜ୍ୟୋତ୍ ସିଦ୍ଧୁ

ମୁମ୍ବାଇ: କପିଲ ଶର୍ମାଙ୍କ ଲୋକପ୍ରିୟ କମେଡ଼ି ଶୋ’ରେ ପ୍ରସିଦ୍ଧ କ୍ରିକେଟର୍ ନଭଜ୍ୟୋତ ସିଂ ସିଦ୍ଧୁ ରନ୍ ଆଉଟ୍ ହୋଇଯାଇଛନ୍ତି । Navjot Singh Sidhu has been sacked from ‘The Kapil Sharma Show’ after his controversial comments on Pulwama terror attack, a source…

ଓଡ଼ିଆ ସହିଦଙ୍କ ଲାଗି ସହାୟତା ରାଶି ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ନବୀନ

ଭୁବନେଶ୍ୱର : ଜାମ୍ମୁ-କାଶ୍ମୀରର ପୁଲାୱାମାରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନ ପ୍ରସନ୍ନ ସାହୁ ଓ ମନୋଜ କୁମାର ବେହେରାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୨ଜଣ ଓଡିଆ ସହିଦ ଯବାନଙ୍କ…

ରାଜ୍ୟରେ +୨ ଖାତା ମୂଲ୍ୟାୟନ କେନ୍ଦ୍ରରେ ଲାଗିବ ସିସିଟିଭି

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଚଳିତ ବର୍ଷ ସମସ୍ତ +୨ ଖାତାର ଅନଲାଇନ ଓ ଅଫଲାଇନ୍ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ଲଗାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି । ମୂଲ୍ୟାୟନ କେନ୍ଦ୍ରର ପର୍ଯ୍ୟବେକ୍ଷକଙ୍କ ନିକଟକୁ ଚିଠି ଲେଖି ସମସ୍ତ ଅନଲାଇନ ଓ ଅଫଲାଇନ୍ ମୂଲ୍ୟାୟନ…

ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍ ହସ୍ପିଟାଲରେ ଭର୍ତ୍ତି

ବଲାଙ୍ଗିର : ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରକୁ ଜେଲ ଅଧିକାରୀମାନେ କଡା ସୁରକ୍ଷା ବଳୟ ମଧ୍ୟରେ ଶନିବାର ଦିନ ଚିକିତ୍ସା ନିମନ୍ତେ ଭୀମଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଇଛନ୍ତି । ବିଗତ ୧୦ ଦିନ ହେବ, ପୁଞ୍ଜିଲାଲ୍ କୌଣସି ଖାଦ୍ୟ…

ପହଞ୍ଚିଲା ସହିଦ ପ୍ରସନ୍ନ ସାହୁ ଓ ମନୋଜ ବେହେରାଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୨ ଜଣ ଓଡ଼ିଆ ବୀର ସିଆରପିଏଫ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି । ଓଡ଼ିଶା ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ପରିଶିଖର ଗାଁ’ର ପ୍ରସନ୍ନ କୁମାର ସାହୁ ଏବଂ କଟକ…

ସହିଦ ଓଡ଼ିଆ ପୁଅ ଗାଁ’କୁ ଫେରୁଛି, ଓଡ଼ିଶା ଆକାଶରୁ ଲୁହ ଝରୁଛି…

ଭୁବନେଶ୍ୱର: ସହିଦ ଓଡ଼ିଆ ପୁଅ ଗାଁ’କୁ ଫେରୁଛି ବୋଲି ଉତ୍କଳ ଜନନୀ ଆଉ କୋହ ସମ୍ଭାଳି ନପାରି ଆଖିରୁ ଅନବରତ ଲୁହ ଝରାଇ ଚାଲିଛି । ଗତକାଲିଠାରୁ ଓଡ଼ିଶାର ପଶ୍ଚିମାଞ୍ଚଳରେ ବର୍ଷା ହୋଇଥିବା ବେଳେ ଆଜି ସକାଳୁ ଉପକୂଳ ଅଞ୍ଚଳରେ ଝିପିଝିପି ବର୍ଷା ଲାଗିରହିଛି । ସେପଟେ ନୂଆଦିଲ୍ଲୀର ପାଲାମ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ମୃତ ଓ ୮ ଆହତ

କେନ୍ଦ୍ରାପଡା/କେନ୍ଦୁଝର/କଟକ/ସୋନପୁର : ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ଶନିବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହେବା ସହ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବ୍ଲକ୍ ଅନ୍ତର୍ଗତ ଚିତ୍ରତ୍ପୋଳା ନଦୀବନ୍ଧର…

ଘୂର୍ଣ୍ଣିବଳୟ ଯୋଗୁଁ ଓଡିଶାରେ ମଧ୍ୟମଧରଣର ବର୍ଷା ଜାରି

ଭୁବନେଶ୍ୱର : ରାଜ୍ୟରେ ସାଇକ୍ଲୋନିକ୍ ସର୍କୁଲେସନ୍ ପ୍ରଭାବରେ ଶନିବାର ସକାଳୁ ଉପକୂଳ ଓ ପଶ୍ଚିମ ଓଡିଶାର କିଛି ସ୍ଥାନରେ ବର୍ଷା ଓ ଘଡଘଡି ସହ କୋହଲା ପାଗ ଅନୁଭୂତ ହୋଇଛି । ଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରାରାଜ୍ୟରେ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି…