ଆତଙ୍କବାଦୀଙ୍କୁ କଡ୍ଡା ଜବାବ ଦିଆଯିବ: ମୋଦୀ
ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ସମଗ୍ର ଦେଶରେ ହଲଚଲ୍ ସୃଷ୍ଟି ହୋଇଛି । ଏହି ଘଟଣାର ପ୍ରତିଶୋଧ ଅପେକ୍ଷାରେ ରହିଛନ୍ତି ଦେଶବାସୀ । ଏହି ଘଟଣାର କଡ଼ା ଭାଷାରେ ତୀବ୍ର ନିନ୍ଦା କରିବା ସହିତ ଭାରତ ମାଟିରୁ ଆତଙ୍କବାଦର ସମ୍ପୂର୍ଣ୍ଣ ବିଲୋପ ଲାଗି ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଦେଶବାସୀଙ୍କ…