ଜବରଦସ୍ତ ଟି-୨୦ ଟକ୍କର, ନ୍ୟୁଜିଲାଣ୍ଡକୁ ଭାରତ ୧୫୮ ରନରେ ଅଟକାଇଲା
ଅକଲାଣ୍ଡ: ଭାରତୀୟ ବୋଲର ଅକଲାଣ୍ଡଠାରେ ଅନୁଷ୍ଠିତ ହେଉଥିବା ୨ୟ ଟି-୨୦ ମ୍ୟାଚରେ କିୱି ଦଳକୁ ୧୫୮ ରନରେ ଅଟକାଇଛନ୍ତି । ଭାରତୀୟ ଦଳ ଏହି କର ବା ମର ମ୍ୟାଚରେ ଉଭୟ ବୋଲିଂ ଓ ଫିଲ୍ଡିଂ ବିଭାଗରେ ଭଲ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ଦଳକୁ ୨୦୦ ରନ କରିବାକୁ ନଦେଇ ବିଜୟ ହାସଲ କରିବାକୁ ଚେଷ୍ଟା ଜାରି…