୨ ଯୁବ ଓଡିଆଙ୍କ ମାଉଣ୍ଟ କିଲିମାଞ୍ଜାରୋ ଆରୋହଣ
ଭୁବନେଶ୍ୱର : ଦକ୍ଷିଣ ଆଫ୍ରିକାର ତାଞ୍ଜାନିଆରେ ଥିବା ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ ଆରୋହଣ କରିବାରେ ଓଡିଶାର ୨ ଜଣ ଯୁବ ପର୍ବତାରୋହୀ ସଫଳ ହୋଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ ଓଡିଶାର ଏହି ୨ଜଣ ପର୍ବତାରୋହୀ ହେଲେ କୋରାପୁଟ ଜିଲ୍ଲାର କୁଶ ଆର୍ଳବ ଏବଂ ବରଗଡ଼ ଜିଲ୍ଲାର ଲିପିକା ସେଠ୍ ।…