Latest Odisha News

BREAKING NEWS

କେନ୍ଦୁଝରରେ ସ୍କୁଲ୍ ଛାତ୍ରଙ୍କୁ ଛୁରା ମାଡ଼ ଅଭିଯୋଗ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ନିକଟସ୍ଥ ବସଷ୍ଟାଣ୍ଡରେ ଜଣେ ସ୍କୁଲ୍ ଛାତ୍ରଙ୍କୁ ମଙ୍ଗଳବାର ଦିନ କେହି ଦୁବୃର୍ତ୍ତ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଦୁବୃର୍ତ୍ତଙ୍କ ଛୁରାମାଡରେ ଉକ୍ତ ଛାତ୍ରଙ୍କ ପିଠି ଓ କାନ୍ଧରେ ଆଘାତ ଲାଗିଥିବା ନେଇ ଜଣାପଡିଛି । ପରବର୍ତ୍ତୀ ସମୟରେ ତାଙ୍କୁ…

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଏକ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦିନ ୧୦ ଟା ୩୦ରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଅମିତ ଶାହ ସେଠାରୁ ସିଧାସଳଖ ମଧୁବାବୁଙ୍କ ସ୍ମୃତିପୀଠ ସତ୍ୟଭାମାପୁରକୁ ଯିବେ ।…

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜଙ୍କ ୮୮ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ରାଜନେତା ତଥା ଭାରତର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଅନେକ ବର୍ଷ ଧରି ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ରହିଥିଲେ । ସ୍ୱଗତଃ ଫର୍ଣ୍ଣାଣ୍ଡେଜ ୭୦ ଦଶକରୁ ସାମାଜିକ ଆନ୍ଦୋଳନ ସହିତ ଜଡ଼ିତ ରହି ଭାରତୀୟ…

‘ସାହିତ୍ୟ ଏକାଡ଼େମୀ ଭାଷା ସମ୍ମାନ’ ଗ୍ରହଣ କଲେ ଓଡ଼ିଶାର ୩ଜଣ ସାହିତ୍ୟିକ

ଭୁବନେଶ୍ୱର: ଓଡ଼ିଶାର ତିନିଜଣ ବରିଷ୍ଠ ସାହିତ୍ୟିକ ସୋମବାର ଦିନ ୨୦୧୭ ଓ ୨୦୧୮ ମସିହା ଳାଗି ‘ସାହିତ୍ୟ ଏକାଡ଼େମୀ ଭାଷା ସମ୍ମାନ’ ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ୩ ଜଣ ପ୍ରସିଦ୍ଧ ଲେଖକ, ପ୍ରଫେସର ଗଗନେନ୍ଦ୍ର ନାଥ ଦାଶ, କବି ହଳଧର ନାଗ ଏବଂ ଡ଼ଃ…

କାଳିଆ ଯୋଜନା: ୨ୟ ପର୍ଯ୍ୟାୟ ହିତାଧିକାରୀ ଚିଠା ତାଲିକା ୩ ତାରିଖ ଯାଏଁ ପ୍ରଦର୍ଶିତ ହେବ

ଭୁବନେଶ୍ୱର: କାଳିଆ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀ ଚିଠା ତାଲିକା ଜାନୁଆରୀ ୨୫ ତାରିଖରୁ ପ୍ରକାଶିତ ହୋଇଅଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ଓ ଭୂମିହୀନ କୃଷି ଶ୍ରମିକମାନଙ୍କ ପ୍ରଥମ ପର୍ଯ୍ୟାୟ ଚିଠା ତାଲିକା ଜାନୁଆରୀ ୨୫ ତାରିଖରୁ ଗ୍ରାମପଞ୍ଚାୟତ…

ବିଜେପି ଓଡ଼ିଶାରେ ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢିବ: ଜୁଏଲ ଓରାମ

ଭୁବନେଶ୍ୱର: ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପି ଓଡ଼ିଶାରେ ଏକାକୀ ନିର୍ବାଚନ ଲଢିବା ନିଷ୍ପତ୍ତିକୁ ଦୋହରାଇଛି, ଏହା ଚଳିତ ବର୍ଷ ମେ ମାସରେ ହେବାର ଯଥେଷ୍ଟ ସମ୍ଭାବନା ରହିଛି । “ ବିଜେଡ଼ି ସହିତ ବୁଝାମଣାର ପ୍ରଶ୍ନ ଉଠୁନାହିଁ । ଆମେ ଏକାକୀ ନିର୍ବାଚନରେ ଲଢିବୁ, ନବୀନ…

ଅଜବ ବାହାଘର: ବର ରୋଲର୍ ଚଢି ପହଞ୍ଚିଲା କନ୍ୟାଘର

ନଦିଆ/କୋଲକାତା:  କୌଣସି କାର୍, ପାଲିଙ୍କି କିମ୍ବା ଘୋଡ଼ା, ଅତିବେଶୀରେ ହାତୀ ଚଢ଼ି ବର ଆସିବା ଜାଣିଥିବେ, ହେଲେ ରାସ୍ତା କାମରେ ଲାଗୁଥିବା ରୋଲର ଚଢ଼ି ବର ଆସିବା କେବେ ଶୁଣିଛନ୍ତି ? ତେବେ ଏହା ସତ, ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଦେଖିବାକୁ ମିଳିଛି ଏମିତି ଏକ ବାହାଘର । ରବିବାର…

କୋରାପୁଟ ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

କୋରାପୁଟ : କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ କେବିଡି ଗ୍ରାମର ଏକ କଲଭର୍ଟ ନିକଟରୁ ସୋମବାର ଦିନ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ନବଜାତ ଶିଶୁକୁ ଏକ କପଡାରେ ଗୁଡାଇ ନିକଟସ୍ଥ କଲଭର୍ଟ ପାଖରେ କେହି ଜୀବନ୍ତ ପୋତି ପକାଇଥିଲା । ଗ୍ରାମର…

ମର୍ଯ୍ୟାଦାର ସହ ସମ୍ପନ୍ନ ହେଲା ଓଡ଼ିଆ ସହିଦ ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ଆତଙ୍କବାଦୀଙ୍କ ସହିତ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢି ଦେଶମାତୃକା ଲାଗି ପ୍ରାଣବଳୀ ଦେଇଥିବା ବୀର ଓଡ଼ିଆ ଯବାନ ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ ମର୍ଯ୍ୟାଦା ସହକାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ତାଙ୍କର ଗ୍ରାମ ଅସ୍ତରଙ୍ଗରେ ଅନୁଷ୍ଠିତ ହୋଇଛି । ଗାଁ ଶ୍ମଶାନରେ…

ପୁଣି ଫେରିଲା ଶୀତ, କୋହଲା ପାଗ ସହ ରାଜ୍ୟରେ ବର୍ଷା ଆଶଙ୍କା

ଭୁବନେଶ୍ୱର : ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ଆଗାମୀ ୧୨ ଘଣ୍ଟା ଭିତରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବରିଷ୍ଠ ପାଣିପାଗ…