କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣା: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣାର ଦୁଇ ଦିନ ପରେ ଓଡ୍ରାଫ୍ ଟିମ୍ ଶୁକ୍ରବାର ଜଣେ ୬ ବର୍ଷର ନାବାଳିକାର ମୃତଦେହ ଉଦ୍ଧାର କରିଛି।
ମୃତ ନାବାଳିକାର ନାମ ଶୁଭସ୍ମିତା ସ୍ୱାଇଁ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ପୂର୍ବରୁ ୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ…