ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାକୁ ସରକାର ପ୍ରାଥମିକ ସୂଚୀରେ ଅନ୍ତଭୃକ୍ତ କରିବା ଜରୁରୀ: ଗଜପତି ମହାରାଜା
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା କାର୍ଯ୍ୟକୁ ସରକାର ତାଙ୍କର ଯୋଜନା ସୂଚୀକ୍ରମରେ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ପୁରୀ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଶନିବାର ଦିନ କହିଛନ୍ତି ।
ଏଠାରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଗଜପତି ମହାରାଜା କହିଛନ୍ତି,…