Latest Odisha News

BREAKING NEWS

ରହସ୍ୟମୟ ଜ୍ୱାଳାମୁଖୀ ମନ୍ଦିର, ଏବେବି ଜଳୁଛି ସତୀଙ୍କ ଜିହ୍ୱା !

ଭୁବନେଶ୍ୱର: ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ରହିଛି ଯାହାକୁ କେହି ନିଜ ଆଖିରେ ନ’ଦେଖିଲେ ବିଶ୍ୱାସ କରିପାରିବେ ନାହିଁ । କୁହାଯାଏ ଭାରତ ହେଉଛି ଏକ ରହସ୍ୟମୟ ଦେଶ । କିମ୍ବଦନ୍ତୀ ସମ୍ବଳିତ ଏହାର ଏହାର ପ୍ରାଚୀନ ପରମ୍ପରା ତଥା ସଂସ୍କୃତିରେ ଭରି ରହିଛି ଅସଂଖ୍ୟ ପୌରାଣିକ କଥାବସ୍ତୁ ।…

ଶେଷରେ ଦାମ ଗଢିଲେ ନୂଆ ଦଳ, ବିଜୁ ସମତା କ୍ରାନ୍ତି ଦଳ

ଭୁବନେଶ୍ୱର: ବିଜେଡ଼ିରୁ ବହିଷ୍କୃତ ହେବାର ପ୍ରାୟ ଅଢେଇ ମାସ ପରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତ ଶେଷରେ ଆନୁଷ୍ଠାନିକ ଭାବେ ତାଙ୍କର ନୂଆ ରାଜନୈତିକ ଦଳର ନାମ ଘୋଷଣା କରିଛନ୍ତି । ରାଜଧାନୀରେ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଦାମ ଆନୁଷ୍ଠାନିକ ଭାବେ ନୂତନ…

କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖଶାଳା ଗର୍ଭଗୃହର ସୁରକ୍ଷା ନେଇ ଉଦବେଗ ବଢୁଛି

ଭୁବନେଶ୍ୱର: ଓଡ଼ିଶାର ପୁରୀ ଜିଲ୍ଲାରେ ସ୍ଥିତ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖଶାଳାର ଗର୍ଭଗୃହର ସୁରକ୍ଷା ନେଇ ଏବେ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ବିଶେଷଜ୍ଞ ଦଳ ମୁଖଶାଳାର ଗର୍ଭଗୃହରେ ଥିବା ବାଲି ଓ ପଥର ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବକ ମରାମତି…

ଭାରତ-ଅଷ୍ଟ୍ରେଲିଆ ୨ୟ ଟି୨୦: ବର୍ଷା ଯୋଗୁଁ ମ୍ୟାଚ୍ ରଦ୍ଦ

ମେଲବୋର୍ଣ୍ଣ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ମେଲବୋର୍ଣ୍ଣ ଠାରେ ଖେଳା ଯାଇଥିବା ଟି-୨୦ ମ୍ୟାଚକୁ ବର୍ଷା ଯୋଗୁଁ ରଦ୍ଦ କରି ଦିଆଯାଇଛି। ଆଜିର ମ୍ୟାଚ ଖେଳି ଭାରତୀୟ ଦଳର ସିରିଜ ବରାବର ସ୍ୱପ୍ନକୁ ବର୍ଷା ଏକପ୍ରକାର ଧୋଇ ନେଇଛି । ମିଳିଥିବା ସୂଚନା ଅନୁଯାୟୀ ଟସ୍ ଜିତି…

ଭୁବନେଶ୍ୱରରେ ପହଞ୍ଚିଲେ ଏ ଆର ରେହମାନ୍; ଚୀନ୍ ଓ ସ୍ପେନ ଦଳ ମଧ୍ୟ ଆସିଲେ

ଭୁବନେଶ୍ୱର : ହକି ବିଶ୍ୱକପକୁ ଆଉ କିଛିଦିନ ବାକି ରହିଥିବାବେଳେ ଶୁକ୍ରବାର ଦିନ ଓସ୍କାର ପୁରସ୍କାର ପ୍ରାପ୍ତ ସଙ୍ଗୀତଜ୍ଞ ଏ ଆର୍ ରେହମାନ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ନଭେମ୍ବର ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ -୨୦୧୮ର…

ରାୟଗଡା: ପେପର ପ୍ଲେଟ୍ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ରାୟଗଡା : ରାୟଗଡା ସହର ଉପକଣ୍ଠସ୍ଥ ଏକ ପେପର କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ନିଆଁରେ ପୋଡି ପାଉଁଶ ହୋଇ ଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୯ ଟା ସମୟରେ ଲୋହିତ କଲୋନୀ ନିକଟସ୍ଥ ସାଇ ପେପର୍ ପ୍ଲେଟ୍ କାରଖାନାରେ ଧୂଆଁ ବାହାରୁଥିବା…

ସେବାୟତଙ୍କ କାରଣ ଦର୍ଶାଅ ନୋଟିସର ଉତ୍ତର ସାର୍ବଜନୀନ ହେବ ନାହିଁ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ୨୦୧୬ ନବକଳେବର ସମୟରେ ଶ୍ରୀବିଗ୍ରହମାନଙ୍କ ବ୍ରହ୍ମ ପରିବର୍ତ୍ତନ ସମୟରେ ହୋଇଥିବା ବିଭ୍ରାଟ ନେଇ ୪ଜଣ ସେବାୟତମାନଙ୍କୁ ଦିଆଯାଇଥିôବା କାରଣ ଦର୍ଶାଅ ନୋଟିସର ଉତ୍ତର ସାର୍ବଜନୀନ କରାଯିବ ନାହିଁ ବୋଲି ଶୁକ୍ରବାର ଦିନ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ…

ଏଏଆଇ ଦ୍ୱାରା ‘ଏୟାର ଓଡିଶା’ର ଉଡାଣ ଲାଇସେନ୍ସ ରଦ୍ଦ

ଭୁବନେଶ୍ୱର : ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଉଡାନ୍ ଯୋଜନାରେ ଏୟାର ଓଡ଼ିଶାର ଲାଇସେନ୍ସକୁ ବାତିଲ୍ କରିଛନ୍ତି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ବିଭିନ୍ନ ବୈଷୟିକ ତ୍ରୁଟି ତଥା ବିଭିନ୍ନ ଆଳ ଦେଖାଇ ଏୟାର ଓଡ଼ିଶା ନିୟମିତ ବିମାନ ଉଡ଼ାଣ ନ କରିବାରୁ ଏଏଆଇ ଏହି ନିଷ୍ପତ୍ତି…

ଓଡିଶା ପିଏଲଏଫଆଇର କମାଣ୍ଡର ଝାଡଖଣ୍ଡ ପୋଲିସ ଏନକାଉଣ୍ଟରରେ ନିହତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ପିଏଲଏଫଆଇର ଜଣେ କମାଣ୍ଡର ଗତକାଲି ବିଳମ୍ବିତ ରାତିରେ ଝାଡ଼ଖଣ୍ଡ ଠାରେ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଛି। ମୃତ କମାଣ୍ଡର ଜଣଙ୍କ ବିଜୟ ଡାଙ୍ଗ ଏବଂ ତା ଘର ସୁନ୍ଦରଗଡ ଜିଲ୍ଲା ରାଏବଗା ଅଞ୍ଚଳର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ…

ଭାରତ-ଅଷ୍ଟ୍ରେଲିଆ ୨ୟ ଟି-୨୦, ସିରିଜ ବରାବର ଲକ୍ଷ୍ୟରେ ବିରାଟ ସେନା

ମେଲବର୍ନ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ମେଲବର୍ନରେ ଆଜିର ମ୍ୟାଚ ଅନୁଷ୍ଠିତ ହେବ । ବ୍ରିସବେନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ହାରିବା ପରେ ଭାରତୀୟ ଖେଳାଳୀ ସିରିଜ ବରାବର ଲକ୍ଷ୍ୟନେଇ ମଇଦାନକୁ ଓହ୍ଲାଇବ । ଅନ୍ୟପକ୍ଷରେ ଏହି ମ୍ୟାଚକୁ ଜିତି…