ଗଭୀର ଜଳରେ ବୁଡି ଭାଇ-ଭଉଣୀଙ୍କ ସଲିଳ ସମାଧି
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ଅନ୍ତର୍ଗତ ଦୋମୁହାଁଣୀ ନଦୀରେ ବୁଡି ୨ କୋମଳମତି ଶିଶୁଙ୍କ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ମୃତକଙ୍କ ନାମ ସୌମ୍ୟା ଛୁଆଲସିଂ (୬), ବିଷ୍ଣୁ ଛୁଆଲସିଂ (୩) ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ ଜଣେ ମା’ ତାଙ୍କର ୨ଜଣ ଶିଶୁକୁ…