‘ସୌର ଜଳନିଧି’ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସୌର ଜଳନିଧି’ ନାମକ ଏକ ଯୋଜନାକୁ ଲୋକାର୍ପିତ କରିଛନ୍ତି ।
‘ସୌର ଜଳନିଧି’ ଯୋଜନାରେ ସୌରଚାଳିତ ପମ୍ପର ବ୍ୟବହାର ଦ୍ୱାରା ଓଡିଶାର ଚାଷୀମାନେ ଉପକୃତ ହୋଇପାରିବେ । ରାଜ୍ୟରେ ଯେଉଁ ଚାଷଜମି ପାଇଁ ବିଦ୍ୟୁତ…