Latest Odisha News

BREAKING NEWS

# ‘ମି-ଠୁ’: ଚର୍ଚ୍ଚା ଜୋର୍ ଧରିଲା, ବଲିଉଡରେ ହଟ୍ଟଚମଟ

ମୁମ୍ବାଇ : ମି-ଠୁ ଅଭିଯାନକୁ ନେଇ ଦିନକୁ ଦିନ ଚର୍ଚ୍ଚା ଜୋର ଧରୁଥିବାବେଳେ ଫିଲ୍ମ ଜଗତରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନାର ଅଭିଯୋଗ ହେବା ପରେ ସାରା ବଲିଉଡରେ ଏହାକୁ ନେଇ ହଇଚଇ ସୃଷ୍ଟି ହେବାରେ ଲାଗିଛି । ଏଭଳି ଏକ ସମୟରେ ବଲିଉଡ ଫିଲ୍ମ ଜଗତର ପାଖାପାଖି ୧୧ ଜଣ ପ୍ରମୁଖ ମହିଳା…

ବାଣ ବିସ୍ଫୋରଣରେ ଜେଜେ ମୃତ ଓ ନାତି ଗୁରୁତର ଆହତ

କଟକ : କଟକ ଜିଲ୍ଲା ଅନ୍ତର୍ଗତ କିଶୋର ନଗର ଥାନା ନିକଟସ୍ଥ ବାଇଲୋ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ନିଜ ଘରେ ବାଣ ଭିଡୁଥିବା ବେଳେ ଏକ ବଡ ଧରଣର ବିସ୍ଫୋରଣ ଘଟିବାରୁ ଉଭୟ ଜେଜେ ଓ ନାତି ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମାନେ ବାଇଲୋ ଗ୍ରାମର…

ବେଆଇନ ଖଣି ଖନନ: ଯାଜପୁର ଡ଼ଙ୍କାରୀ ପାହାଡ଼ରେ ଚଢଉ

ଧର୍ମଶାଳା: ଯାଜପୁର ଜିଲ୍ଲା ପ୍ରଶାସନ ଧର୍ମଶାଳା ବ୍ଲକରେ ବେଆଇନ ଖଣି ଖନନକୁ ବନ୍ଦ କରିବାକୁ ଦୃଢ ପଦକ୍ଷେପ ନେଇ ନିକଟସ୍ଥ ଡ଼ଙ୍କାରୀ ପାହାଡ଼ରେ ସୋମବାର ଦିନ ଚଢଉ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଯାଜପୁର ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଏସପି, ଏଡ଼ିଏମଙ୍କ ତତ୍ତ୍ୱାବଧାନରେ ତଥା ଜଙ୍ଗଲ ଓ…

ଫାର୍ମାସିଷ୍ଟଙ୍କ ଭୁଲ ଇଞ୍ଜେକସନରେ ନାବାଳକଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ମତୋ ବଜାରରେ ଜଣେ ଫାର୍ମାସିଷ୍ଟଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଜଣେ ବାଳକର ମୃତ୍ୟୁ ଘଟିଥିବା ନେଇ ଫାର୍ମାସିଷ୍ଟଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଅଘଟଣ ପରେ ମୃତ ବାଳକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦାବି କରି ଉତ୍ୟକ୍ତ ଲୋକମାନେ ଭଦ୍ରକ-…

ଏୟାର ଇଣ୍ଡିଆ ବିମାନରୁ ଖସିପଡିଲେ ମହିଳା ପରିଚାରିକା, ଗୁରୁତର ଆହତ

ମୁମ୍ବାଇ : ଛତ୍ରପତି ଶିବାଜୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନର ଡୋର ବନ୍ଦ କରୁଥିବାବେଳେ ଜଣେ ୫୩ ବର୍ଷୀୟ ମହିଳା ଏୟାର ହୋଷ୍ଟେସ ଅଚାନକ ତଳକୁ ଖସିପଡିଥିଲେ ।…

ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗାଭତ୍ତା ୨ ପ୍ରତିଶତ ବୃଦ୍ଧି କଲେ

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨ ପ୍ରତିଶତ ମହଙ୍ଗା ଭତ୍ତା ଓ ଟି.ଆଇ ମଞ୍ଜୁର କରିଛନ୍ତି । ଏହି ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହେବା ଫଳରେ ବର୍ତ୍ତମାନ ମୋଟ ମହଙ୍ଗା ଭତ୍ତାର ପରିମାଣ ୯ ପ୍ରତିଶତରେ ପହଞ୍ଚିଲା…

ସମ୍ବଲପୁରରେ ଗୁଳିକାଣ୍ଡ, ଗୁଳିମାଡ଼ରେ ଜଣେ ଆହତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜା ଦୈନିକ ମାର୍କେଟରେ ଏକ ଗୁଳିକାଣ୍ଡ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇଦେଇଛି । ବୁଢାରାଜା ଦୈନିକ ମାର୍କେଟ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟିଥିବା ଗୁଳିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବାରୁ…

ମହାନଦୀରେ ଭାସିଗଲେ ହାତୀପଲ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଆଠଗଡ : କଟକ ନିକଟବର୍ତ୍ତୀ ଆଠଗଡ ବନାଞ୍ଚଳ ଅନ୍ତର୍ଗତ ମୁଣ୍ଡୁଳି ନିକଟରେ ସୋମବାର ସକାଳେ ମହାନଦୀ ପାର ହେଉଥିବାବେଳେ ନଦୀର ପ୍ରଖର ସ୍ରୋତରେ ହାତୀପଲ ଭାସିଯାଇଥିବା ନଜରକୁ ଆସିଛି । ସୂଚନା ଅନୁଯାୟୀ ଏହି ହାତୀପଲ ଆଠଗଡ ବନାଞ୍ଚଳରୁ କନ୍ଦରପୁରଗଡ ଦେଇ ଚନ୍ଦକା ଆସୁଥିବା ବେଳେ ମହାନଦୀର ପ୍ରଖର…

ପ୍ରସିଦ୍ଧ ଶକ୍ତିପୀଠ ମା’ ଅମ୍ବାଜୀ: ଯେଉଁଠି ରହିଛି ସତୀଙ୍କ ହୃଦୟ ଓ ଶ୍ରୀକୃଷ୍ଣଙ୍କ ଚୁଟି

ଧରାବତରଣ କରିଛନ୍ତି ମାଆ । ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କର ଶାରଦୀୟ ପୂଜା ଉତ୍ସବ ବିଭିନ୍ନ ପୀଠ ଏବଂ ମଣ୍ଡପରେ ଆରମ୍ଭ ହୋଇଛି । ଓଡ଼ିଶା ସମେତ ସମଗ୍ର ଭାରତରେ ନବରାତ୍ରୀଠାରୁ ମାଆଙ୍କର ପୂଜା ଆରମ୍ଭ ହୋଇଛି । ଭାରତରେ ଅନେକ ପ୍ରସିଦ୍ଧ ଶକ୍ତିପୀଠ ରହିଛି । ତନ୍ମଧ୍ୟରୁ ଗୁଜରାଟର ମାଆ…

ଏବର୍ଷ ଓଡ଼ିଶାରେ ସମସ୍ତ ଛାତ୍ର ସଂସଦ ନିର୍ବାଚନ ବାତିଲ୍

ଭୁବନେଶ୍ୱର: ଏବର୍ଷର ଶିକ୍ଷାବର୍ଷରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏନେଇ ସୂଚନା ଦେଇଛନ୍ତି । ଏସମ୍ପର୍କରେ ବିଭିନ୍ନ ପ୍ରକାର ଗୁଜବକୁ ଦୃଷ୍ଟି ନଦେଇ ପାଠପଢାରେ ଧ୍ୟାନ ଦେବାକୁ ମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି…