Latest Odisha News

BREAKING NEWS

‘ମେକ ଇନ୍ ଓଡ଼ିଶା କନକ୍ଲେଭ୍’ରେ ୬୦ ଜଣ ବିଦେଶୀ ପ୍ରତିନିଧି ଯୋଗଦେବେ

ଭୁବନେଶ୍ୱର : ‘ମେକ ଇନ ଓଡିଶା କନକ୍ଲେଭ’ ଭୁବନେଶ୍ୱରରେ ଆସନ୍ତା ନଭେମ୍ବର ୧୧ ତାରିଖରୁ ୧୫ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଚାଇନା, ଜର୍ମାନୀ, ଜାପାନ, ଇଟାଲୀ, ଦକ୍ଷିଣ କୋରିଆ, ୟୁଏଇ ଆଦି ରାଷ୍ଟ୍ରର ପାଖାପାଖି ୬୦ ଜଣ ବିଦେଶୀ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ…

ପୁରୀ ହିଂସାକାଣ୍ଡ ଘଟଣାରେ ଆଉ ୧୨ଜଣ ଗିରଫ

ପୁରୀ: ଅକ୍ଟୋବର ୩ ତାରିଖରେ ପୁରୀ ବନ୍ଦ ପାଳନ ବେଳେ ଘଟିଥିବା ହିଂସାକାଣ୍ଡରେ ସଂଶ୍ଲିଷ୍ଟ ଆଉ ୧୨ ଜଣ ଗଣ୍ଡୋଗଳକାରୀଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ସିସିଟିଭି ଫୁଟେଜକୁ ଭିତ୍ତିକରି ଏହି ୧୨ ଜଣଙ୍କୁ ଗିରଫ କରାଯାଇଛି । ଶନିବାର ପୋଲିସ ଯେଉଁ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି…

‘ନିର୍ମାଣ କୁସୁମ ଯୋଜନା’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ, ବୈଷୟିକ ଶିକ୍ଷା ଲାଗି ଉପକୃତ ହେବେ ଶ୍ରମିକଙ୍କ…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ମାଣ ଶ୍ରମିକ ମାନଙ୍କ ପିଲାମାନଙ୍କ ବୈଷୟିକ ଶିକ୍ଷା ପାଇଁ ନିର୍ମାଣ କୁସୁମ ଯୋଜନାର ଶୁଭାରମ୍ଭ କରିଛନ୍ତି । ଆଜି ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ…

‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ର ୭ମ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟ ଠାରେ ଭିଡିଓ କନଫରେନସି ଜରିଆୋ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଥିସହିତ ବାଲେଶ୍ୱରରୁ ପ୍ରାୟ ୧ହଜାର ତୀର୍ଥଯାତ୍ରୀ ଆଗ୍ରା-ଫତେପୁର ସିକ୍ରି ଓ ମଥୁରା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।…

ଇଣ୍ଡୋନେସିଆ: ସୁନାମୀ ଓ ଭୂମିକମ୍ପ ମୃତ୍ୟୁ ସଂଖ୍ୟା ୧୫୭୧କୁ ବୃଦ୍ଧି

ଇଣ୍ଡୋନେସିଆ : ଇଣ୍ଡୋନେସିଆର ସୁଲାୱାସି ଦୀପରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପରେ ପ୍ରଳୟଙ୍କାରୀ ସୁନାମୀ ଯୋଗୁଁ ଏଯାବତ୍ ମୃତ୍ୟୁସଂଖ୍ୟା ୧୫୭୧ରେ ପହଞ୍ଚିଥିବା ନେଇ ସୁତ୍ରରୁ ପ୍ରକାଶ । ଏହି ବିପର୍ଯ୍ୟୟରେ ଅନେକ ଧନ ଜୀବନ ନଷ୍ଟ ହେବା ସହିତ ବିପର୍ଯ୍ୟୟରେ ପ୍ରପୀଡିତ ଲୋକମାନଙ୍କୁ ଖୋଜା…

ନବରଙ୍ଗପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ସଡକ ଦୁର୍ଘଟଣାରେ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୭ଜଣ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁଯାୟୀ ଏକ ଯାତ୍ରୀବାହୀ ବସ ନବରଙ୍ଗପୁରରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ ବସଟି ଭାରସାମ୍ୟ ହରାଇ…

ଛାତ୍ର ଅଶାନ୍ତି ଯୋଗୁଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ‘ସାଇନ-ଡ଼ାଏ’ ଘୋଷିତ

ବ୍ରହ୍ମପୁର : କଲେଜମାନଙ୍କରେ ନିର୍ବାଚନ ଋତୁ ଲାଗି ରହିଥିବା ବେଳେ ଏହାକୁ ନେଇ ଅନେକ ସମୟରେ କ୍ୟାମ୍ପସ ଭିତର ପରିସ୍ଥିତି ସରଗରମ ହୋଇଉଠୁଛି । ସେହିପରି ଶନିବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଯୋଗୁଁ କର୍ତ୍ତୃପକ୍ଷ ସାଇନ-ଡାଏ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ଗତକାଲି…

କଳାହାଣ୍ଡିରେ ପଞ୍ଚମ ଶ୍ରେଣୀ ଛାତ୍ରୀକୁ ଶ୍ରେଣୀ ଶିକ୍ଷକଙ୍କ ଅସଦାଚରଣ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ପ୍ରତି ଶ୍ରେଣୀ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ, ଜୁନାଗଡ଼ର ଏକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ସଞ୍ଜୀବ ପଣ୍ଡା ନାମକ ଜଣେ ଶିକ୍ଷକ କୁନି ଝିଅଟିକୁ ନିଜ ସ୍କୁଲ କାର୍ଯ୍ୟାଳୟ…

ଓଡ଼ିଶାରେ ଅଭିଜିତ: ପୋଲିସ ଖୋଜୁଛି, ଗଣମାଧ୍ୟମକୁ ସାମ୍ନା କରିବାକୁ ଭୟ !

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଥିବା ପ୍ରତିରକ୍ଷା ବିଶେଷଜ୍ଞ ଅଭିଜିତ ଆୟାର ମିତ୍ର ଓଡ଼ିଶା ବିଧାନସଭା ଗୃହ କମିଟି ଆଗରେ ହାଜର ହେବେ । ଅଭିଯୁକ୍ତ ଅଭିଜିତ ଆୟାର ମିତ୍ରଙ୍କୁ ସୁପ୍ରିମକୋର୍ଟ ୫…

ଓଡ଼ିଶାକୁ ଗାଳିଦେବା ମହଙ୍ଗା ପଡ଼ିଲା, ଗିରଫ ହେବେ ଅଭିଯୁକ୍ତ ଅଭିଜିତ

ନୂଆଦିଲ୍ଲୀ: ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର, ଓଡ଼ିଶା ରାଜ୍ୟ, ଓଡ଼ିଶାର ବିଧାୟକ ତଥା ସାମ୍ବାଦିକଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ବଙ୍ଗାଳୀ ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କ ଅଡୁଆ ଏବେ ବଢିଲା । ସୁପ୍ରିମକୋର୍ଟ ତାଙ୍କର…