Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ୍’: ମାନବିକ ଅଧିକାରକୁ ବୁଝିବା, କାର୍ଯ୍ୟରେ ଲଗାଇବା ହେଉଛି ‘ସବକା…

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରେଡ଼ିଓ ଯୋଗେ ‘ମନ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ କହିଛନ୍ତି, ୨୫ ବର୍ଷର ଏହି ଯାତ୍ରା ଭିତରେ ଏହା…

ଦୋହଲିଗଲା ଦାମଙ୍କ ଦମ୍ଭ, ପାରାଦୀପରେ ବିଜେଡ଼ିର ବିଶାଳ ମହିଳା ସମାବେଶ

ପାରାଦୀପ: ଦିନ ଥିଲା ସେମାନେ ଥିଲେ ଦାମଙ୍କ ଏକାନ୍ତ ଅନୁଗତ । କିନ୍ତୁ କିଛି ଦିନର ବ୍ୟବଧାନରେ ସେମାନେ ଦାମଙ୍କଠୁ ଅଲଗା ହୋଇଯାଇଛନ୍ତି । ଦାମଙ୍କ ଦମ୍ଭ ପଣିଆ ଏବେ ଦୋହଲିଯାଇଛି । ଦାମଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଆଜି ଆୟୋଜିତ ହେଉଛି ବିଶାଳ ମହିଳା ସମାବେଶ । ବିଜେଡ଼ି ପକ୍ଷରୁ…

ପ୍ଲାଷ୍ଟିକ ବ୍ୟବହାର ନିଷେଧ: ଅକ୍ଟୋବର ୨ରୁ ରାଜ୍ୟର ୬ଟି ସହରରେ କଟକଣା

ଭୁବନେଶ୍ୱର: ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ୬ଟି ସହରରେ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଦେଶ ଜାରି ହୋଇଛି । ଯେଉଁ ୬ଟି ସହରାଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର ନିଷେଧ ହୋଇଛି ସେହି ସହରଗୁଡ଼ିକ ହେଲା – ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ପୁରୀ…

ଭଦ୍ରକରେ ୭ଟି ଗୋରୁ ବୋଝେଇ ଟ୍ରକ ଜବତ, ୪ଟି ଗୋରୁ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧୁଷୁରୀ ଥାନାର ଅସୁରାଳି ବଜାରରେ ରବିବାର ସକାଳେ ୭ଟି ବେଆଇନ ଗୋରୁ ବୋଝେଇ ଟ୍ରକ ଜବତ ହେବା ସହିତ ୧୨୦ଟି ଗୁରୁତର ଅବସ୍ଥାରେ ଥିବା ଗୋରୁ ଉଦ୍ଧାର ହୋଇଛି । ଦୟନୀୟ ଅବସ୍ଥାରେ ଥିବା ଗୋରୁ ଗୁଡ଼ିକ ସହିତ ୪ଟି ମୃତ ଗୋରୁଙ୍କୁ ଉଦ୍ଧାର କରିଛି ପୋଲିସ ।…

ବାଣୀବିହାରରେ ଏବର୍ଷ ଛାତ୍ର ସଂସଦ ନିର୍ବାଚନ ବନ୍ଦ

ଭୁବନେଶ୍ୱର: ଏବର୍ଷ ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବନାହିଁ । ବାଣୀବିହାର କ୍ୟାମ୍ପସରେ ଶାନ୍ତ ବାତାବରଣ ନଥିବାରୁ ଏବର୍ଷ ନିର୍ବାଚନ ବନ୍ଦ ରଖିବାନେଇ ପିଜି କାଉନସିଲ ବୈଠକରେ ନିଷ୍ପତ୍ତି ହୋଇଛି । ଗଣମାଧ୍ୟମକୁ ସୂଚନାଦେଇ ବାଣୀବିହାର ଛାତ୍ର ସଂସଦର ଉପଦେଷ୍ଟା…

ଭବାନୀପାଟଣାରେ ଆରମ୍ଭ ହେଲା ‘କଳାହାଣ୍ଡି ଡ଼ାଏଲଗ’, କଳାହାଣ୍ଡିର ବିକାଶର ବାର୍ତ୍ତା ଆଲୋଚିତ

ଭବାନୀପାଟଣା: କଳାହାଣ୍ଡି ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳରୁ ଆଜି ଓଡ଼ିଶାର ଶଷ୍ୟଡ଼ାଲା ଭାବେ ପରିଣତ ହୋଇଛି । ଜିଲ୍ଲାବାସୀଙ୍କ ଉଦ୍ୟମ ତଥା ଅନବରତ ପ୍ରୟାସ ଫଳରେ ହିଁ ଏହା ସମ୍ଭବ ହୋଇପାରିଛି ବୋଲି ‘କଳାହାଣ୍ଡି ଡ଼ାଏଲଗ’ କାର୍ଯ୍ୟକ୍ରମକୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ…

ସମ୍ ହସ୍ପିଟାଲରେ ‘ବିଶ୍ୱ ହୃଦୟ ଦିବସ’ ପାଳିତ: ‘ନକାରାତ୍ମକ ଚିନ୍ତାଧାରା’ ଦ୍ୱାରା ବଢ଼ୁଛି ହୃଦଘାତ

ଭୁବନେଶ୍ୱର: ନକାରାତ୍ମକ ଚିନ୍ତାଧାରା ଦ୍ୱାରା ଅଧିକ ହୃଦଘାତ ଘଟୁଛି । ମଣିଷ ଶରୀରର କ୍ଷତି ହେଉଛି । ଆମେ ଯାହା ଭାବିଥାଉ ତା’ର ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ । ଆମ ଚିନ୍ତାଧାରା ଯେଉଁଭଳି ହୁଏ ସେହିଭଳି ଭାବରେ ଆମ ଶରୀର ସୁସ୍ଥ ବା ଅସୁସ୍ଥ ହୋଇଥାଏ । ମଣିଷ ଅଧିକ ଚିନ୍ତାଗ୍ରସ୍ତ ହେବା ଫଳରେ…

୩ଟି ସ୍ଥାନରେ ମିଳିଲା ମହାବଳ ବାଘର ସନ୍ଧାନ

ଭୁବନେଶ୍ୱର : ରାଜ୍ୟ ସରକାର ମହାବଳ ବାଘର ସୁରକ୍ଷା ନେଇ ଅନେକ ପଦକ୍ଷେପ ନେଉଥିବା ବେଳେ ଆଜି ରାଜ୍ୟର ୩ଟି ସ୍ଥାନରେ ମହାବଳ ବାଘର ସନ୍ଧାନ ମିଳିଛି । ସୂଚନା ଅନୁଯାୟୀ ବନବିଭାଗ ସୁନ୍ଦରଗଡର ହେମଗିରି ଜଙ୍ଗଲ, ହୀରାକୁଦର ଦେବ୍ରିଗଡ ଅଭୟାରଣ୍ୟ ଓ ରାୟଗଡା ଜିଲ୍ଲାର ମୁନିଗଡା ଠାରେ ମହାବଳ ବାଘର…

ବାଲେଶ୍ୱରରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ଖଣ୍ଡାରେ ହାଣିଲେ ଦୁବୃର୍ତ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାର ବାଲିଆପାଳରେ ଦୁବୃର୍ତ୍ତମାନେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ରାଧାକୃଷ୍ଣ ସାହୁ ନାମକ ଜଣେ ବରିଷ୍ଠ ସାମ୍ବାଦିକ ବ୍ଲକ ଛକ ନିକଟରେ ହକରଙ୍କୁ ପେପର ଦେବା ପାଇଁ ଆସିଥିଲେ । ଏହି ସମୟରେ ହଠାତ୍…

ଇଣ୍ଡୋନେସିଆରେ ସୁନାମୀ ମୃତ୍ୟୁ ସଂଖ୍ୟା ୪୦୦ ଛୁଇଁଲା

ଇଣ୍ଡୋନେସିଆ : ଇଣ୍ଡୋନେସିଆର ସୁଲାୱାସି ଦୀପରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପରେ ଏବେ ପ୍ରଳୟକାରୀ ସୁନାମୀ ଆସିଛି । ଏହି ସୁନାମୀରେ ଅନେକ ଧନ ଜୀବନ ନଷ୍ଟ ହେବା ସହିତ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ସଂସ୍ଥା ପକ୍ଷରୁ ସୂଚନା…