ନବୀନଙ୍କୁ ଓଡ଼ିଶାର ୫୯% ଜନତା ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଚାହାଁନ୍ତି: ଇଣ୍ଡିଆ ଟୁଡ଼େ ସର୍ଭେ
ଭୁବନେଶ୍ୱର: ଆଗକୁ ସାଧାରଣ ନିର୍ବାଚନ । ଓଡ଼ିଶା ବିଧାନସଭା ସାଙ୍ଗକୁ ଲୋକସଭା ନିର୍ବାଚନ ରଣାଙ୍ଗନର ଅବ୍ୟବହିତ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଳବତ୍ତର ରହିଛି । ଏବେ ମଧ୍ୟ ରାଜ୍ୟର ୫୦ ପ୍ରତିଶତରୁ ଅଧିକ ଜନସାଧାରଣ ନବୀନ ମୁଖ୍ୟମନ୍ତ୍ରୀ ହେବା ଚାହାନ୍ତି ।…