ପୁଣି ଦାମଙ୍କ ବିସ୍ଫୋରକ ବୟାନ, କହିଲେ ୩ ଜଣ ଯବାନ ହିଁ କରିଛନ୍ତି କୁନ୍ଦୁଲି ନାବାଳିକାକୁ ଦୁଷ୍କର୍ମ
ଭୁବନେଶ୍ୱର: ବିଜେଡ଼ିରୁ ବହିଷ୍କୃତ ବରିଷ୍ଠ ନେତା ଦାମୋଦର ରାଉତ ମଙ୍ଗଳବାର ଦିନ ପୁଣି ବିସ୍ଫୋରକ ବିସ୍ଫୋରକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଗତବର୍ଷ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା ମୁଷାଗୁଡ଼ା ଗାଁ’ର ୧୪ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମ ଘଟଣାର ପେଡ଼ି ଖୋଲିଛନ୍ତି ବରିଷ୍ଠ ନେତା…