ପ୍ରବଳ ବର୍ଷା ଯୋଗୁଁ ଭଦ୍ରକରେ ବନ୍ୟା ପରିସ୍ଥିତି ଆଶଙ୍କା
ଭୁବନେଶ୍ୱର: ଗତ ୭୨ ଘଣ୍ଟା ଧରି ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ବନ୍ୟା ପରିସ୍ଥିତିର ଆଶଙ୍କା ସୃଷ୍ଟି ହୋଇଛି ।
ଜିଲ୍ଲାର ଧାମନଗର ବ୍ଳକରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସାଳନ୍ଦୀର ଉପନଦୀ ରେବା ଓ କପାଳି ନଦୀର ବନ୍ୟା ଜଳ ଅସୁରାଳି ଓ କାସିମପୁର ଗାଁ’ରେ…