‘ଓଏଫଡିସି’ର ନୂଆ ୱେବସାଇଟ୍, ରହିବ ସିନେମାର ସମସ୍ତ ତଥ୍ୟ
କଟକ : ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫଡିସି)ର ନୂଆ ୱେବସାଇଟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏନେଇ ପ୍ରାଥମିକ ପର୍ଯ୍ୟାୟରେ ଏନଆଇସିର ନିର୍ଦ୍ଦେଶକ ଓ ବୈଷୟିକ ନିର୍ଦ୍ଦେଶକ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରୀପାଠୀଙ୍କ ସହ ଆଲୋଚନା କରାଯାଇଥିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷରେ…