ଟିଟୋକୁ ଦିନିକିଆ ରିମାଣ୍ଡରେ ନେଲା ମାର୍ଶାଘାଇ ପୋଲିସ
କେନ୍ଦ୍ରାପଡ଼ା : ସୋମବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ପୋଲିସ ଗ୍ୟାଙ୍ଗଷ୍ଟର୍ ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋକୁ ଦିନିକିଆ ରିମାଣ୍ଡରେ ନେଇଛି ।
ଟିଟୋକୁ ୨ଟି ହତ୍ୟାକାଣ୍ଡରେ ସଂପୃକ୍ତି ନେଇ ପୋଲିସ କେନ୍ଦ୍ରାପଡ଼ା ଏସଡ଼ିଜିଏମ ଅଦାଲତକୁ ଦିନିକିଆ ରିମାଣ୍ଡରେ ନେବାକୁ ଅନୁରୋଧ…