ବର୍ଷାଜଳ ବନ୍ୟା ପ୍ରସଙ୍ଗ: ହୋଟେଲ ପ୍ରେସିଡ଼େନ୍ସି ଓ ଇସ୍କନ ମନ୍ଦିରକୁ ବିଏମସିର କାରଣ ଦର୍ଶାଅ ନୋଟିସ୍
ଭୁବନେଶ୍ୱର : ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ହୋଟେଲ ପ୍ରେସିଡ଼େନ୍ସି ଓ ଇସ୍କନ ମନ୍ଦିରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଜୟଦେବ ବିହାର ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ରାସ୍ତାକୁ ଏହି ଦୁଇଟି ସଂସ୍ଥା ମାଡ଼ି ବସିଥିବାର ଏହି କାରଣ ଦର୍ଶାଅ ନୋଟିସରେ ଉଲ୍ଲେଖ…