‘ତୃତୀୟ ପର୍ଯ୍ୟାୟ ପରେ ପୁଣି ଥରେ ସରକାର ଗଢିସାରିଲାଣି ବିଜେଡି’
ଭୁବନେଶ୍ବର: ବିଜେପିର ପ୍ରଶ୍ନବାଣକୁ କଡା ଉତ୍ତର ଦେଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ କ’ଣ କରିଛନ୍ତି ତାହା ଓଡିଶାର ଲୋକ ଜାଣିଛନ୍ତି । ବିଜେପି କେବଳ ଅପପ୍ରଚାର କରି କୁମ୍ଭୀର କାନ୍ଦଣା କାନ୍ଦୁଛି ।
ଶନିବାର ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ନିଶାନା…