Latest Odisha News

BREAKING NEWS

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ଗତବର୍ଷ ଠାରୁ କମିଲା ପାସ୍ ହାର

ଭୁବନେଶ୍ଵର: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ମୋଟ୍ ପାସ୍ ହାର ୯୬.୦୭% ଥିବା ବେଳେ ଛାତ୍ରଙ୍କ ତୁଳନାରେ ଭଲ କରିଛନ୍ତି ଛାତ୍ରୀ। ଗତ ବର୍ଷ ପରି ଏଥର ମଧ୍ୟ ବାଜି ମାରିଛନ୍ତି କଟକ, ଜଗତସିଂହପୁରର ଛାତ୍ରଛାତ୍ରୀ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୭.୯୮% ପାସ୍ ହାର ଥିବା ବେଳେ ନୂଆପଡାରେ…

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ଈଶ୍ୱର ମରିଗଲା ପରେ (୪)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ 'ଈଶ୍ୱର ମରିଗଲା ପରେ' ଈଶ୍ୱର କାନ କୁଣ୍ଡାଇ ଟିକେ ଲାଜ ଲାଜ ହୋଇ କହିଥିଲା – ନାଇ, କେଉଠୁ ଶିଖିନି!! କିନ୍ତୁ ଭଲ ଲାଗେ ଗାଏ... – ବାଃ!! ନଶିଖି ଏତେ ଚମତ୍କାର ଗାଇ ପାର... ଭଲ କଥା । କେହି ତୁମ ପରିବାର ଗୀତ ଗାଆନ୍ତି ନାହିଁ ସତରେ?? – ନା’... – ଏହା…

କବିତା : ମୋ ପ୍ରିୟା

ତେଜସ୍ଵିିନୀ ପଣ୍ଡା  ମୋ ପ୍ରିୟା ଯାଇଛି ଡେରାଡୁନ୍ ଏଠି ଋତୁ ଚାଲିଛି ଫାଲଗୁନ୍। ଅଶ୍ରୁଭିଜା ନୟନେ ମୋ ପ୍ରେମିକାର ଅବୁଝା ସ୍ମୃତି , କେମିତି ଭୁଲିବି କହ ଯେ ଆରାଧନାର ନାହିଁ ଇତି। ପ୍ରତିକ୍ଷଣେ ମୌନତାର ଉଷ୍ମ ଚୁମ୍ବନ, ମନସ୍ଵିନୀର ମନରେ ଶିଳ୍ପୀର ଗୋପନ, ହେ ମୋ ସ୍ବପ୍ନର ମାନସୀ…

ଆଜି ଅପରାହ୍ନରେ ପ୍ରକାଶ ପାଇବ ଦ୍ବାଦଶ ପରୀକ୍ଷା ଫଳ

ମୁବନେଶ୍ବର: ଆଜି ଅପରାହ୍ନରେ ପ୍ରକାଶ ପାଇବ ଦ୍ବାଦଶ ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ପରୀକ୍ଷା ଫଳ ଆଜି ଅପରାହ୍ନ ୩ ଟାରେ ପ୍ରକାଶ ପାଇବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ଆସିବ । ଛାତ୍ରଛାତ୍ରୀମାନେ…

ଜୁନ ୨୩ରୁ ଓଜେଏସ ୨୦୨୩ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ଵର: ଆସନ୍ତା ଜୁନ ୨୩ରେ ଅନୁଷ୍ଠିତ ହେବ ଓଜେଏସ ୨୦୨୩ ପ୍ରିଲିମିନାରୀ ପରୀକ୍ଷା । ସକାଳ ୧୦ଟାରୁ ପରିକ୍ଷା ଆରମ୍ଭ ହୋଇ ୧୧.୩୦ ପର୍ଯ୍ୟନ୍ତ ଚାଲିବ । ପରବର୍ତ୍ତୀ ସମୟରେ ଜାରି କରାଯିବ ସେଣ୍ଟର ଲିଷ୍ଟ । ଏନେଇ ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି…

ହସ୍ପିଟାଲରେ ନିଆଁ:୭ନବଜାତ ଶିଶୁ ମୃତ

ନୂଆଦିଲ୍ଲୀ: ହସ୍ପିଟାଲରେ ନିଆଁ । ଫଳରେ ୭ନବଜାତ ଶିଶୁଙ୍କର  ମୃତ୍ୟୁ । ଦିଲ୍ଲୀ ବିବେକ ବିହାର ସ୍ଥିତ ବେବି କେୟାର୍‌ ସେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତ୍ରିରେ ନିଆାଁ ଲାଗିବାରୁ ୭ ନବଜାତ ଶିଶୁ ସବୁଦିନ ପାଇଁ ଆଖି ବୁଜିଛନ୍ତି। ସୂଚନା ମୁତାବକ ,ଗତକାଲି ଅର୍ଥାତ…

ଉତ୍ତରପ୍ରଦେଶର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୧୧ ମୃତ,୧୦ ଆହତ

ଲକ୍ଷ୍ନୋ: ବସ୍ କୁ ଧକ୍କା ଦେଲା ଟ୍ରକ । ଉତ୍ତରପ୍ରଦେଶର ଶାହାଜାହାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଫଳରେ ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁଚନା ଅନୁଯାୟୀ, ଉତ୍ତରପ୍ରଦେଶ ସୀତାପୁରରୁ…

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳେ ପ୍ରଥମେ ୯ଟାରେ ପରୀକ୍ଷା ପରିଚାଳନା କମିଟିର ବୈଠକ ବସି ଫଳ ଉପସ୍ଥାପନ କରାଯିବ।ଏହାପରେ ଆନୁଷ୍ଠାନିକ ଭାବେ ଦିନ ସାଢ଼େ ୧୦ଟାରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ । ୧୧ଟା ୩୦ରେ ବୋର୍ଡ ୱେବସାଇଟ୍ ରେ ଉପଲବ୍ଧ ହେବ ରେଜଲ୍ଟ…

ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ବର: ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିଛି ପୋଲିସ । ଗତକାଲି ବୋଲଗଡ଼ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଫୋପଡ଼ା ମାମଲାରେ ଗିରଫ କରିଛି ପୋଲିସ । ଗିରଫ ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଥିବା…

ବୈଜୟନ୍ତ ନା ଅଂଶୁମାନ?

ଭୁବନେଶ୍ଵର: କେନ୍ଦ୍ରାପଡା ଲୋକସଭା ଆସନ ଆରମ୍ଭରୁ ବିଜେଡିର ଗଡ ରହିଛି । ଦଳ ଗଠନ ପରଠୁ କେନ୍ଦ୍ରାପଡାରେ ଶଙ୍ଖନାଦ ହୋଇଆସୁଛି। ତେବେ ଦଳବଦଳ ସହ ଏଥର କେନ୍ଦ୍ରାପଡା ଗଣିତ ଗୋଳମାଳ ହୋଇଛି । ବିଜେଡି ସାଂସଦ ଅନୁଭବ ପଟ୍ଟନାୟକ ଏବେ ବିଜେପିରେ ତ ଗତଥର କଂଗ୍ରେସରୁ ରାଜନଗର ବିଧାନସଭା ଲଢି…