Latest Odisha News

BREAKING NEWS

ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ଦାଦାଗିରି, ସିଇଓଙ୍କୁ ଭେଟିଲା ବିଜେଡି

ଭୁବନେଶ୍ଵର: ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେପି ଚାହୁଁଛି ଓଡ଼ିଶାରେ ହିଂସାରାଜ୍ ଚାଲୁ। । ଏଭଳି ଗୁଣ୍ଡା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ…

ବବିବାବୁ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସେନାପତି: ପାଣ୍ଡିଆନ

ଯାଜପୁର: ସରିଛି ତୃତୀୟ ପର୍ଯ୍ୟାୟ ମତଦାନ । ଏବେ ଅପେକ୍ଷା ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ । ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ରାଜନୈତୀକ ଦଳ ମାନଙ୍କର ପ୍ରଚାର ପ୍ରସାର । ଏହି ଅବସରରେ ଯାଜପୁର ଏବଂ ସୁକିନ୍ଦାରେ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡି ବରିଷ୍ଠ…

ଭାରତର ସହରଗୁଡିକରେ ୬୦% ଉତ୍ତାପ ବୃଦ୍ଧିର କାରଣ ସହରୀକରଣ: ରିପୋର୍ଟ

ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରର ଗବେଷଣାକାରୀଙ୍କ ଦ୍ୱାରା ଏକ ଅଭିନବ ଅଧ୍ୟୟନରୁ ଜଣାପଡିଛି ଯେ, କେବଳ ସହରୀକରଣ ଭାରତୀୟ ସହରରେ ୬୦% ପର୍ଯ୍ୟନ୍ତ ଅତିରିକ୍ତ ଉତ୍ତାପ ସୃଷ୍ଟି କରିଛି ଏବଂ ବିଭିନ୍ନ ସହର ମଧ୍ୟରେ ପରିବର୍ତ୍ତନଶୀଳତା ରହିଛି । ଏହି…

ସମୀର ବଦଳାଇବେ ନିମାପଡ଼ା ଅଙ୍କ !

ଭୁବନେଶ୍ଵର: ଗତ ତିନି ଥର ହେଲା ନିମାପଡା ବିଧାନସଭା ଜିତିଆସୁଛନ୍ତି ସମୀର ଦାଶ । ଏଥର ବିଜେଡି ତାଙ୍କ ଟିକେଟ୍ କାଟି ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ତେବେ ଟିକେଟ୍ କଟିବା ପରେ ଶକ୍ତି ପ୍ରଦର୍ଶନ କରିଥିଲେ ସମୀର । ତଥାପି ଦଳ ତାଙ୍କ କଥା ନଶୁଣିବାରୁ ସେ ବିଜେଡି ଛାଡି ବିଜେପିରେ ସାମିଲ…

କାଲି ୩ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ  । ଏହା ଦକ୍ଷିଣ- ଦକ୍ଷିଣ ପୂର୍ବ ସାଗର ଦ୍ୱୀପ ଠାରୁ ୩୮୦ କିଲୋମିଟର ଏବଂ ବାଂଲାଦେଶ ଖେପୁପାରା ଠାରୁ ୪୯୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି। ଏହା କ୍ରମଶଃ ତୀବ୍ର ହୋଇ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ।…

ଖାଲି ପେଟରେ କରନ୍ତୁ ନାହିଁ ବ୍ୟାୟାମ

ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ସହିତ ନିୟମିତ ଭାବରେ ବ୍ୟାୟାମ କରିବା ଆବଶ୍ୟକ । ଶରୀରର ଓଜନ କମ କରିବା ପାଇଁ ମଧ୍ୟ କିଛି ଲୋକ ନିୟମିତ ଭାବରେ ବ୍ୟାୟାମ କରିଥାନ୍ତି, ବିଶେଷ କରି ସକାଳେ । କିନ୍ତୁ ଖାଲି ପେଟରେ ଯଦି ଆମେ ବ୍ୟାୟାମ କରିବା ତେବେ ତାହା ଓଜନ ହ୍ରାସ କରିବା ପରିବର୍ତ୍ତେ ଏହା ଆପଣ…

ଅପରାହ୍ଣ ୩ଟା ସୁଦ୍ଧା ଦେଶରେ ୪୯ ପ୍ରତିଶତ ମତଦାନ; ପଶ୍ଚିମବଙ୍ଗ ସବୁଠୁ ଆଗରେ

ନୂଆଦିଲ୍ଲୀ: ଆଜି ଦେଶରେ ଚାଲିଛି ୬ଷ୍ଠ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟା । ୬ ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୮ ଟି ନିର୍ବାଚନମଣ୍ଡଳୀରେ ୮୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର୍ । ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଓଡ଼ିଶା ଏବଂ ୫ ଟି ରାଜ୍ୟ ଓ ୨ଟି…

ନେତା ବାଛୁଛନ୍ତି ଜନତା:ଆଜି ଦିନ ୩ ଟା ସୁଦ୍ଧା ୪୮.୪୪% ଭୋଟିଂ ରେକର୍ଡ

ଭୁବନେଶ୍ବର: ନେତା ବାଛୁଛନ୍ତି ଜନତା । ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଆଜି ଦିନ ୩ ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ ହୋଇଛି । ସକାଳ ୧୧ ଟା ସୁଦ୍ଧା ୨୧. ୩୦ ପ୍ରତିଶତ ମତଦାନ ହୋଇଥିବା ବେଳେ ସକାଳ ୯ଟା ସୁଦ୍ଧା   ୭.୪୩ ପ୍ରତିଶତ ମତଦାନ ହୋଇଥିଲା । ଦିନ ୩ ଟା…

ଭଏସ୍ ଚେଞ୍ଜ ଆପ ଦ୍ବାରା ଚାଞ୍ଚଲ୍ୟ ଖେଳାଇଲା ଯୁବକ, ୭ ଜଣଙ୍କୁ ଦୁଷ୍କର୍ମ

ସିଦ୍ଧି: ଭଏସ ଚେଞ୍ଜ କରି ସ୍କର୍ଲାରସିପ ଦବ କହି ୭ ଜଣଙ୍କୁ ଦୁଷ୍କର୍ମ କଲା ଦୁର୍ବୃତ୍ତ । ମହିଳା ଶିକ୍ଷକଙ୍କ ପରିଚୟ ଦେଇ ବର୍ବର କାଣ୍ଡ ଘଟାଇଲା । ଏଭଳି ନିନ୍ଦନୀୟ ଖବର ଆସିଛି ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରୁ । ଯୁବକ ଜଣଙ୍କ ମହିଳାଙ୍କ ସ୍ବର ବଦଲାଇ ସ୍କଲାରଶିପ୍‌‌ ନାଁରେ ୭ ଜଣ ଆଦିବାସୀ…

ପାଦ ରଖୁରଖୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସ୍ମୃତି, କହିଲେ ‘୨୫ ବର୍ଷରେ କ’ଣ କରିଛନ୍ତି ନବୀନ? କୁହନ୍ତୁ’..

ଆଳି: ଗୋଟେ ପଟେ ରାଜ୍ୟରେ ଚାଲିଛି ଗଣତନ୍ତ୍ରର ମହାପର୍ବ । ଆଉ ଗୋଟେ ପଟେ ଓଡିଶାରେ ରଣହୁଙ୍କାର ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ପ୍ରଥମେ ପାରଦୀପ ଆଉ ତାପରେ କେନ୍ଦ୍ରାପଡା, ନିଜର ଭାଷଣ ଆରମ୍ଭରୁ ହିଁ ରାଜ୍ୟ ସରକାରଙ୍କ ଉପରେ ପୂରା ଫାୟାର । ୨୫ ବର୍ଷ ଶାସନରେ ରାଜ୍ୟ ସରକାର…