Latest Odisha News

BREAKING NEWS

୧୦ ମାସ ପରେ ଜେଲରୁ ବାହାରିଲେ କମ୍ୟୁନିଷ୍ଟ ନେତା ଏନ.ନାରାୟଣ ରେଡ୍ଡୀ

ବ୍ରହ୍ମପୁର: ପ୍ରାୟ ୧୦ ମାସ ଜେଲରେ ରହିବା ପରେ ଓଡିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଅନ୍ତରୀଣ ଜାମିନ ପାଇ ଜେଲରୁ ବାହାରିଛନ୍ତି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନେତା ତଥା ଛତ୍ରପୁରର ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡୀ । ଛତ୍ରପୁର ଥାନା ଅଞ୍ଚଳରେ ଟାଟାର ମେଗା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ…

କନ୍ଧମାଳ ଲୋକସଭା କ୍ଷେତ୍ରର ୨ଟି ବୁଥରେ ଚାଲିଛି ସାନି ମତଦାନ

କନ୍ଧମାଳ: କଣ୍ଟାମାଳ ବିଧାନସଭାର ୨୬ ଓ ୨୮ ନମ୍ବର ବୁଥରେ ଚାଲିଛି ସାନି ମତଦାନ। ନିର୍ବାଚନ ପରିଚାଳନା ପାଇଁ ୨ ବୁଥ୍‌ରେ ୪ ଜଣ ମାଜିଷ୍ଟ୍ରେଟ୍ ନିୟୋଜିତ। ସକାଳ ୭ଟାରୁ ଶାନ୍ତିଶୃଙ୍ଖଳାର ସହ ଆରମ୍ଭ ହୋଇଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ମତଦାନ ଚାଲିବ। ବ୍ୟାପକ ପୁଲିସ ମଧ୍ୟ ଫୋର୍ସ ମୃତୟନ…

ଆଜିଠୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ୨୪ରେ ନେବ ଅବପାତର ରୂପ

ଭୁବନେଶ୍ୱର: ଆଜିଠାରୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆହୁରୀ ଘନୀଭୂତ ହେବ। ଧିରେ ଧିରେ ଉତ୍ତର ପୂର୍ବ ଦିଗରେ ଗତି କରି ୨୪ ସୁଦ୍ଧା ଅବପାତରେ ପରିଣତ ହେବ। ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ଅଧିତ ଘନୀଭୂତ ହୋଇ ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର…

ବିକ୍ରି ପାଇଁ ଚାଲିଥିଲା ଡିଲ,ମାଡ଼ି ବସିଲା ବନ ବିଭାଗ: ୨ ଟି ହାତୀ ଦାନ୍ତ ଜବତ, ୧୦ ଗିରଫ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଅଞ୍ଚଳରେ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ସୂଚନା ପାଇଁ ଚଢାଉ କଲା ବନ ବିଭାଗର ସ୍ୱତନ୍ତ୍ର ଟିମ। ସେଠାରୁ ୨ଟି ହାତୀ ଦାନ୍ତ ଜବତ କରାଯାଇଥିବେ ବେଳେ ୧୦ ଜଣଙ୍କୁ ବନ ବିଭାଗ ଅଟକ ରଖିଛି। ଜବତ ହାତୀଦାନ୍ତ ମଧ୍ୟରୁ ଗୋଟିଏର ଲମ୍ବା…

ଓଡ଼ିଶାରେ ବିଜେପିର ଦମଦାର ପ୍ରଚାର; ଆଜି ଆସୁଛନ୍ତି ଯୋଗୀ, ନଡ୍ଡା ଓ ହିମନ୍ତ

ଭୁବନେଶ୍ୱର: ପ୍ରଚାର କରିବା ପାଇଁ ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ବହୁ କେନ୍ଦ୍ରୀୟ ନେତା। ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୫ ତାରିଖରେ ହେବାକୁ ଥିବା ବେଳେ ୬ଟି ଲୋକସଭା ଓ ଏହା ଅଧୀନରେ ଆସୁଥିବା ୪୨ଟି ବିଧାନସଭା ଆସନରେ ପଡ଼ିବ ଭୋଟ । ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବାକି…

ଆଜିଠୁ କଟକରେ ୧୪୪ ଧାରା ଜାରି, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

କଟକ: ଆସନ୍ତା ୨୫ ତାରିଖରେ ରାଜ୍ୟରେ ୬ ଲୋକସଭା, ୪୨ ବିଧାନସଭାରେ ମତଦାନ ହେବାକୁ ଯାଉଛି। ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ହେବାକୁ ଥିବା ମତଦାନ ପାଇଁ କଟକ ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୧୪୪ ଧାରା ଜାରି କରିଛନ୍ତି। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ…

ଆଜି ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍ ପ୍ରଚାର: ୨୫ରେ ୬ ଲୋକସଭା, ୪୨ ବିଧାନସଭାରେ ମତଦାନ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଶେଷ ହେବ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର। ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ସମେତ ଏହା ଅଧିନରେ ଥିବା ୪୨ ବିଧାନସଭାରେ ଭୋଟ ହେବ। ଶେଷ ଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର…

ଖରାଦିନେ ଫ୍ରିଜ ପାଣି ପିଉଥିଲେ ସାବଧାନ

ଭୁବନେଶ୍ଵର: ଖରାଦିନେ ଅଧିକାଂଶ ଲୋକ ଥଣ୍ଡା ପାଣି ଏବଂ ମୃଦୁ ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି। ଫ୍ରିଜରେ ରଖା ଯାଇଥିବା ଥଣ୍ଡା ପାଣି ବା କୋଲ୍ଡ୍ ଡ୍ରିଙ୍କସ୍ ପିଇ ଲୋକ ଆରାମ ପାଇଥାନ୍ତି। ହେଲେ ଜାଣନ୍ତି କି, ଏହା ଫଳରେ ଆପଣଙ୍କ ଶରୀରରେ କ’ଣ ସବୁ କ୍ଷତି ହୋଇଥାଏ? ବିଶେଷଜ୍ଞମାନେ କୁହନ୍ତି,…

ବିଜେପି ୩୦୦ ପାର କିନ୍ତୁ ଇଣ୍ଡିଆ ମେଣ୍ଟ ଭଲ ପ୍ରଦର୍ଶନ କରିବ: ଇୟାନ ବ୍ରେମର

ନୂଆଦିଲ୍ଲୀ: ଆମେରିକାର ରାଜନୈତିକ ବିଶେଷଜ୍ଞ ଇଆନ୍ ବ୍ରେମର୍ ଚଳିତ ଲୋକସଭା ନିର୍ବାଚନରେ ବିଜେପିକୁ ୩୦୫ ଟି ଆସନ ମିଳିବ ବୋଲି ପୂର୍ବାନୁମାନ କରିଛନ୍ତି। ୟୁରେସିଆ ଗ୍ରୁପ୍ କହିଛି ମୋଦୀଙ୍କ ନେତୃତ୍ବାଧୀନ ବିଜେପି ୩୦୫ରୁ ଅଧିକ ୧୦ କିମ୍ବା ୧୦ କମ୍ ଆସନ ଜତିପାରେ। ୫ ବର୍ଷ ପୂର୍ବେ ଯାହା…

ଅଲଗା ହେବେ କି ହାର୍ଦ୍ଦିକ ଆଉ ନତାଶା !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖରାପ ବେଳା ଚାଲିଛି । ଆଇପିଏଲରେ ତାଙ୍କ ନେତୃତ୍ୱ ଓ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ତାଙ୍କ ନେତୃତ୍ୱରେ ମୁମ୍ବାଇ ୧୦ମ ସ୍ଥାନରେ ରହିଥିଲା । ଏବେ ଏକ ରିପୋର୍ଟ ଅନୁସାରେ ହାର୍ଦ୍ଦିକ ଓ ତାଙ୍କ ପତ୍ନୀ…