Latest Odisha News

BREAKING NEWS

ଆଇପିଏଲରେ ଇତିହାସ ରଚିଲେ କୋହଲି

ଅହମ୍ମଦାବାଦ: ଚଳିତ ଆଇପିଏଲରେ ବୁଧବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ ଅବସରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ଖେଳାଳି ବିରାଟ କୋହଲି ଇତିହାସ ରଚିଛନ୍ତି । ସେ ଆଇପିଏଲର ପ୍ରଥମ ଖେଳାଳି ଭାବେ ୮୦୦୦ ରନ ପୂର୍ଣ୍ଣ କରିଛନ୍ତି । ଏଲିମିନେଟର ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି…

ଇନଷ୍ଟାଗ୍ରାମରେ ଆପଣଙ୍କ ପୋଷ୍ଟ ଡିଲେଟ ହୋଇଯାଇଛି କି? ତେବେ ଜାଣନ୍ତୁ କିପରି କରିବେ ରିକଭର

ଭୁବନେଶ୍ଵର: ଆଜିକାଲିର ଇଣ୍ଟରନେଟ ଯୁଗରେ ସୋସିଆଲ ମିଡିଆ ପ୍ଲାଟଫର୍ମର କ୍ରେଜ ବେଶି । ସୋସିଆଲ ମିଡିଆରେ ଅନେକ ଗୁଡିଏ ପ୍ଲାଟଫର୍ମ ଥିଲେ ମଧ୍ୟ ଅଧିକାଂଶ ଲୋକଙ୍କର ପ୍ରଥମ ପସନ୍ଦ ଇନଷ୍ଟାଗ୍ରାମ । ଇନଷ୍ଟାଗ୍ରାମରେ ଅନେକଗୁଡିଏ ମହତ୍ଵପୂର୍ଣ୍ଣ ଫିଚର ମଧ୍ୟ ଉପଲବ୍ଧ, ଯାହା ଉପଭୋକ୍ତାମାନଙ୍କୁ ଅନେକ…

ବାରିପଦାରୁ ୫୬ ଗ୍ୟାସ୍ ସିଲିଣ୍ଡର ଚୋରି ଘଟଣା: ୮ ଗିରଫ, ୧୮ ସିଲିଣ୍ଡର ଜବତ

ବାରିପଦା: ବାରିପଦା ସଦର ଥାନା ଅନ୍ତର୍ଗତ ଶ୍ୟାମାଖୁଣ୍ଟା ଅଞ୍ଚଳର ଏକ ଏଚପି ଗ୍ୟାସ୍ ଗୋଦାମରୁ ୫୬ ଟି ସିଲିଣ୍ଡର୍ ଚୋରି ହେବା ଘଟଣା । ଏହି ଘଟଣାରେ ଆଜି ୮ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଗିରଫ ଅଭିଯୁକ୍ତ ମାନେ ହେଲେ ମୟୂରଭଞ୍ଜ ବଡ଼ସାହି ଅଞ୍ଚଳର । ସେମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ…

ବିଶିଷ୍ଟ କବି ତଥା ସଂପାଦକ ସୁନିଲ ପୃଷ୍ଟିଙ୍କ ପରଲୋକ

ଭୁବନେଶ୍ଵର: ବିଶିଷ୍ଟ କବି ତଥା ‘ସଚିତ୍ର ବିଜୟା’ର ସଂପାଦକ ସୁନିଲ ପୃଷ୍ଟିଙ୍କ ପରଲୋକ । ୬୧ ବର୍ଷ ବୟସରେ କବି ସୁନିଲ ପୃଷ୍ଟିଙ୍କ ପରଲୋକ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ୧୯୬୩ ମସିହାରେ ବରଗଡରେ ଜନ୍ମ ଗ୍ରହଣ କରିଥିଲେ ସୁନିଲ ।…

ଆମ୍ରୀ ଏବେ ମଣିପାଲ୍ ହସ୍ପିଟାଲ୍ସ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ

ଭୁବନେଶ୍ବର: ଭାରତର ଦ୍ବିତୀୟ ବୃହତ୍ତମ ଡାକ୍ତରଖାନା ଶୃଙ୍ଖଳା ମଣିପାଲ ହସ୍ପିଟାଲ୍ସ ୨୦୨୩ ସେପ୍ଟେମ୍ବରରେ ଅଧିଗ୍ରହଣ କରିଥିବା ଭୁବନେଶ୍ୱରର ୪୦୦ ଶଯ୍ୟା ବିଶିଷ୍ଟ ଆମ୍ରୀ ହସ୍ପିଟାଲ୍ କୁ ସଫଳତାର ସହ ନିଜ ବ୍ରାଣ୍ଡରେ ଏକକୀକରଣ କରିଛି । ମେ' ୨୨ ତାରିଖରୁ ଏହି ହସ୍ପିଟାଲ ଏହାର ବିଭିନ୍ନ…

ପୁଣି ଜନସମୁଦ୍ର ପାଲଟିଲା ରାଜଧାନୀ, ତୃତୀୟ ଥର ପାଇଁ ନବୀନ କଲେ ରୋଡ ସୋ’

ଭୁବନେଶ୍ଵର: ପୁଣି ରାଜଧାନୀରେ ପ୍ରଚାର ମୈଦାନକୁ ଓହ୍ଲାଇଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ କରିଛନ୍ତି ମେଗା ରୋଡ ସୋ’ । ନବୀନଙ୍କ ରୋଡ ସୋ’ ପାଇଁ ଜନସମୁଦ୍ର ପାଲଟିଛି ରାଜଧାନୀର ରାଜରାସ୍ତା। ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ଦେଖିବାକୁ…

କୋହଲିଙ୍କ ସୁରକ୍ଷା ପାଇଁ ଷ୍ଟାଡିୟମରେ ଜଗିଛନ୍ତି ୩୦୦୦ ଯବାନ

ଅହମ୍ମଦାବାଦ: ସ୍ଥାନୀୟ ବିମାନ ବନ୍ଦରରେ ଚାରି ଜଣ ଆଇଏସ ଆତଙ୍କବାଦୀ ଗିରଫ ହେବା ପରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି । ଏବେ ନରେନ୍ଦ୍ର ମୋଦି ଷ୍ଟାଡିୟମ ଭିତରେ ଓ ବାହାରେ ୩୦୦୦ ଯବାନ ଜଗି ରହିଛନ୍ତି । ଆରସିବି ଓ ରାଜସ୍ଥାନ ମୁକାବିଲାରେ ଅଧିକ ସଂଖ୍ୟକ…

ନବୀନଙ୍କ ପାଇଁ ୬ଥର ସାଂସଦ ହେଲେ, କିନ୍ତୁ ସଂସଦରେ ଓଡିଶା କଥା କହିଲେନି: ପାଣ୍ଡିଆନ

କଟକ: ନିର୍ବାଚନୀ ରଣାଙ୍ଗନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର । ଆଜି କଟକ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ । ଆୟୋଜିତ ନିର୍ବାଚନ ସଭାରେ ବିଜେଡିକୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ନବୀନ । ବି.ଏସ୍‍.କେ.ୱାଇ,…

‘୨୫ବର୍ଷର ସ୍ଥିର ସରକାର ସତ୍ୱେ ଓଡିଶା କାହିଁକି ବିକାଶର ସବୁ ମାପଦଣ୍ଡରେ ତଳେ?’

ଭୁବନେଶ୍ୱର: ‘ସବୁଥିରେ ଓଡ଼ିଶା ପଛରେ, ମିଛ ତଥ୍ୟରେ ବିଜେଡି କହୁଛି ଏକ ନମ୍ବର । ବିଜେଡି ବିକାଶର ଚିତ୍ର ମିଥ୍ୟା ତଥ୍ୟ ଉପରେ ଆଧାରିତ । ଚାଷୀ ଆୟରେ ତଳଆଡୁ ଓଡ଼ିଶା ୨ ନମ୍ବର, ବେରୋଜଗାରରେ ଏକ ନମ୍ବର କହି ବିକାଶ ପ୍ରସଙ୍ଗରେ ବିଜେଡିକୁ କଡା ଆକ୍ରମଣ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ…

ବିରୋଧୀଙ୍କ ମନ୍ତବ୍ୟରେ ଜବାବ ରଖିଲେ ନବୀନ

ଭୁବନେଶ୍ବର: ବିଜେପିର ଏଆଇ ଅଭିଯୋଗ ଉପରେ  ନବୀନ ରଖିଲେ ଜବାବ । କହିଲେ ଭଲ କଥା,ସେମାନେ ନିଜେ ଇଣ୍ଟେଲିଜେନ୍ସ ବ୍ୟବହାର କରନ୍ତୁ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ନବୀନଙ୍କ ଭିଡିଓ ବାର୍ତାରେ ସେ ନିଜେ କହୁନାହାଁନ୍ତି, ଏଆଇ ବ୍ୟବହାର କରି ଭିଡିଓ କରାଯାଉଥିବା ନେଇ ବିଜେପି…