Latest Odisha News

BREAKING NEWS

ଇଭିଏମରେ ସିଲ୍ ହୋଇଛି ୩ ପ୍ରାର୍ଥୀଙ୍କ ଭାଗ୍ୟ, ଜୁନ୍ ୪ରେ ଖୋଲିବ ପେଡି

ରାୟଗଡା: ରାୟଗଡା ଜିଲ୍ଲାର ରାୟଗଡା, ଗୁଣୁପୁର ଏବଂ ବିଷମକଟକ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦୀଙ୍କ ଭାଗ୍ୟ ଇଭିଏମ୍ ବକ୍ସରେ ସିଲ୍ ହୋଇରହିଛି । ଆସନ୍ତା ୪ ତାରିଖ ରେ ଖୋଲିବ ପେଡି, ଆଉ କିଏ ହେବ ଭାଗ୍ୟଶାଳୀ ବିଧାୟକ ତାହା ନିର୍ଣ୍ଣୟ କରିବେ ଭୋଟର । ତେବେ ଏହି ତିନୋଟି ବିଧାନସଭାରେ…

ଭୁବନେଶ୍ଵରରେ ନଡ୍ଡା, ଆସନ୍ତାକାଲି କରିବେ ରୋଡ ସୋ’

ଭୁବନେଶ୍ଵର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଜୋରଦାର ପ୍ରଚାର କରୁଛନ୍ତି ପ୍ରମୁଖ ଦଳର ହେଭିୱେଟ । ଆଜି ଓଡିଶା ଗସ୍ତରେ ଆସି ପ୍ରଥମେ ଗଞ୍ଜାମରେ ଆୟୋଜିତ ଜନସଭାରେ ଯୋଗ ଦେବା ସହ କଟକରେ ବିଶାଳ ରୋଡ ସୋ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହାରି ଭିତରେ ଭୁବନେଶ୍ଵରରେ…

ଆଗାମୀ ଆଇପିଏଲରେ ଏହି ଟିମକୁ ଯାଇ ପାରନ୍ତି ରୋହିତ

ମୁମ୍ବାଇ: ଆଇପିଏଲର ଚଳିତ ସଂସ୍କରଣ ଶେଷ ପର୍ଯ୍ୟାୟରେ ପଂହଚିଛି । ୫ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏଥର ପ୍ଲେ ଅଫକୁ ଉନ୍ନୀତ ହୋଇ ପାରିନି । ରୋହିତ ଶର୍ମାଙ୍କ ବଦଳରେ ମୁମ୍ବାଇ ଏଥର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା । ରିପୋର୍ଟ ମୁତାବକ ରୋହିତ ଆଗାମୀ ସଂସ୍କରଣରେ…

ବଦଳିଗଲେ କି ରାହୁଲ ଗାନ୍ଧୀ? ମୋଦୀଙ୍କୁ ସିଧା ଆଟାକ, ନବୀନଙ୍କ ନାଁ ନେଲେନି

ବଲାଙ୍ଗୀର: ସାଲେପୁର ସଭାରେ ବିଜେଡି ଓ ବିଜେପି ପ୍ରତିକାତ୍ମକ ବାହାଘର କଥା କହି ବେଶ ଚର୍ଚ୍ଚାକୁ ଆସିଥିଲେ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀ। ହେଲେ ଉପକୂଳରୁ ଯାଇ ପଶ୍ଚିମ ଓଡ଼ିଶାର ସଭାରେ ହଠାତ ବିଜେଡି ବିରୋଧରେ ନରିବତା ଅବଲମ୍ବନ କରିବାକୁ ନେଇ ଏବେ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି।…

ଯାତ୍ରୀଙ୍କ ପାଇଁ ଖୁସି ଖବର: ଗ୍ରୀଷ୍ମ କାଳୀନ ଭିଡକୁ ଏଡ଼ାଇବା ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ନିୟମିତ ଟ୍ରେନରେ ଗ୍ରୀଷ୍ମ କାଳୀନ ଭିଡକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ସେବା ଘୋଷଣା କରିଛି । ଏହି ଟ୍ରେନ୍ ଗୁଡିକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳକୁ ସଂଯୋଗ କରିବା ସହିତ…

ମାଗଣା ବିଜୁଳି ପ୍ରତିଶ୍ରୁତି କରେଣ୍ଟ ବିଜେପିକୁ ଜୋରଦାର ଲାଗିଛି: ବିଜେଡି

ଭୁବନେଶ୍ୱର: ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ଦ୍ବିତୀୟ ପର୍ଯ୍ୟାୟ ପାଇଁ ଯୋରଦାର ଆରମ୍ଭ ହୋଇ ପ୍ରଚାର ପ୍ରସାର । କେତବେଳେ ନିର୍ବାଚନୀ ମୈଦାନରେ ବିଭିନ୍ନ ଦଳର ନେତା ଓ ପ୍ରାର୍ଥୀମାନେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବାବେଳେ, ଏପଟେ ଦଳ ଗୁଡିକର ରାଜ୍ୟ କାର୍ଯ୍ୟାଳୟରେ ତୁହାକୁ…

ଗିରଫ ହେଲେ ଝାଡଖଣ୍ଡ ମନ୍ତ୍ରୀ ଆଲାମଗିର ଆଲାମ

ରାଞ୍ଚି: ଝାଡଖଣ୍ଡ ବିକାଶ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲାମଗିର ଆଲାମଙ୍କୁ ଗିରଫ କରିଛି ଇଡି । ମନ୍ତ୍ରୀଙ୍କ ସଚିବଙ୍କ ଘରୁ ୩୭ କୋଟି ଟଙ୍କା ମିଳିବା ଘଟଣାରେ ଆଜି ପଚରାଉଚରା ପାଇଁ ଇଡି ଆଲାମଗିର ଆଲାମକୁ ଡାକିଥିଲା । ତେବେ ତଦନ୍ତରେ ସହଯୋଗ ନକରିବା ଅଭିଯୋଗରେ ତାଙ୍କୁ ଇଡି ଗିରଫ କରିଥିବା…

‘ବିଜେପି ନେଲାବେଳେ ଚତୁର୍ଭୁଜ, ଦେଲାବେଳେ ଖାଲି ହାତ’

ଅନୁଗୁଳ: ରାଉରକେଲା ଓ ଦେବଗଡ ପରେ ଅନୁଗୁଳର ଛେଣ୍ଡିପଦାରେ ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କୁଆଡ଼େ ଗଲା ଆଚ୍ଛେଦିନ ? ପାଣ୍ଡିଆନ…

ଚାରିଧାମ ଯାତ୍ରାରେ ଯାଇ ୧୧ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୨ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଅଫଲାଇନ ରେଜିଷ୍ଟେ୍ରଶନ

ଡେରାଡୁନ: ଆରମ୍ଭ ହୋଇଛି ଚାରିଧାମ ଯାତ୍ରା । ଚାରିଧାମ ଯାତ୍ରା ଆରମ୍ଭ ହେବାର ଇତି ମଧ୍ୟରେ ବିତିଛି ୫ଦିନ । ସବୁଠୁ ବଡ କଥା ହେଉଛି କେଦାରନାଥ ଧାମର କବାଟ ଖୋଲିବା ଦିନରୁ ହିଁ ଲାଗିରହିଛି ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ । ତେବେ ଖବର ମିଳିଛି ଯେ, ଏହି ୫ ଦିନ ମଧ୍ୟରେ ଚାରିଧାମ ଦର୍ଶନ…

୭୫ ବର୍ଷ ବୟସରେ ବାପାଙ୍କ ବିବାହ କରାଇଲେ ଝିଅ

ମହୀସାଗର: ଗୁଜରାଟର ମହୀସାଗର ଜିଲ୍ଲାରେ ୭୫ ବର୍ଷୀୟ ବାପାଙ୍କ ପାଇଁ ନିଜ ଝିଅ କନ୍ୟା ଖୋଜିଛନ୍ତି । ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ । ଅମେଠୀ ଗ୍ରାମର ସାୟବା ଭାଇ ଡାମୋରଙ୍କ ପତ୍ନୀ ୨୦୨୦ରେ ଆରପାରିକୁ ଚାଲି ଯାଇଥିଲେ । ସେମାନଙ୍କ ଗୋଟିଏ ଝିଅ । ତାଙ୍କ ବିବାହ ହୋଇ ଯାଇଥିବାରୁ ସେ ବାପାଙ୍କ…