ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଯବାନ
ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଜଣେ ଯବାନ ନିଜକୁ ଗୁଳିକରିଛନ୍ତି । ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଏସ୍ଆରପିଏଫ୍ ଯବାନ ହେଉଛନ୍ତି ପ୍ରକାଶ କାପଡେ ।ମହାରାଷ୍ଟ୍ରର ଜାମନେର ଜିଲ୍ଲାର ତାଙ୍କ ଘର ।
ସୂଚନା ଅନୁଯାୟୀ, ସେ ଛୁଟିରେ…