ରାଜଧାନୀ ରାସ୍ତାରେ ପାଓ୍ବର ଦେଖାଇବେ ଜେ. ପି ନଡ୍ଡା
ଭୁବନେଶ୍ବର: ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେ ଭୁବନେଶ୍ୱରରେ ଆୟୋଜିତ ଶୁଭଦ୍ରା ଯୋଜନା କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିସହିତ ଆସନ୍ତାକାଲି ସକାଳେ ଭୁବନେଶ୍ଦରରେ ରୋଡ ସୋ କରିବେ ଜେପି ନଡ୍ଡା । ମାଉସୀ ମା’ ମନ୍ଦିର ଠାରୁ ଲିଙ୍ଗରାଜ…