Latest Odisha News

BREAKING NEWS

ମୋଦୀଙ୍କ ରୋଡ ସୋ ପାଇଁ ୫୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ସୋ ରେ ମୁତୟନ ହେବେ ୫୫ ପ୍ଲାଟୁନ ଫୋର୍ସ । ଏନେଇ ସୂଚନା ଦେଲେ ସିପି ସଞ୍ଜୀବ ପଣ୍ଡା । ଏଥି ସହିତ ବମ୍ ସ୍କ୍ବାଡ୍ ଓ ଡଗ୍ ସ୍କ୍ବାଡ ବି ମୁତୟନ କରାଯିବ । ଆସନ୍ତା ମେ ୧୦ ତାରିଖରେ ଭୁବନେଶ୍ବରରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆଷ୍ଟ୍ରାଜେନେକା କମ୍ପାନୀର ବଡ ଘୋଷଣା: ବିବାଦ ପରେ ବିଶ୍ୱ ବଜାରରୁ କୋଭିଡ -୧୯ ଟିକା ଫେରାଇ ନେବ କମ୍ପାନୀ

ନୂଆଦିଲ୍ଲୀ: ଆଉ ବଜାରରେ ବିକ୍ରି ହୋଇପାରିବନି କୋଭିଡ ଟିକା । ଆଷ୍ଟ୍ରାଜେନେକା କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକାର ପାର୍ଶ୍ବପ୍ରତିକ୍ରିୟା ରହିଥିବା ନେଇ ବିବାଦ ଉଠିବା ପରେ କମ୍ପାନୀ ସମଗ୍ର ବିଶ୍ୱରୁ କୋଭିଡ -୧୯ ଟିକା ପ୍ରତ୍ୟାହାର କରିବାକୁ ପଦକ୍ଷେପ ନେଇଛି। ଏଥିରେ ଭାରତରେ ପ୍ରସ୍ତୁତ…

ବିଜେଡିରେ ମିଶିଲେ କୋରେଇ ନିର୍ବାଚନ ମଣ୍ଡଳୀର ଆଲେକ୍ସଜେଣ୍ଡର ଦାସ ଓ ତାଙ୍କ ସମର୍ଥକ

ଯାଜପୁର: କୋରେଇ ବିଜେପିକୁ ବଡ ଝଟକା । ଦଳ ଛାଡି ବିଜେଡିରେ ମିଶିଲେ ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଆଲେକ୍ସଜେଣ୍ଡର ଦାସ ଓ ତାଙ୍କ ସମର୍ଥକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତିଲେ ସାଂସଦ ସସ୍ମିତ…

ବିଜେପି କ୍ଷମତାକୁ ଆସିଲେ ବଦଳିବ ସମ୍ବିଧାନ: କଂଗ୍ରେସ

ଭୁବନେଶ୍ଵର: ବିଜେପି ଉପରେ ବର୍ଷିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି ଏଆସିସି ମୁଖପାତ୍ର ଶମା ମହମଦ କହିଛନ୍ତି ଯେ, ବିଜେପି କ୍ଷମତାକୁ ଆସିଲେ ବଦଳିବ ସମ୍ବିଧାନ। ସେଥିପାଇଁ ୪ଶହ ପାର ନାରା ଦେଉଛନ୍ତି ବିରୋଧି । କେବଳ ମୋଦି ନୁହନ୍ତି, ଭାରତୀୟ ଜନତା ପାର୍ଟିର ବହୁ ବରିଷ୍ଠ…

ପ୍ରାଇଭେଟ୍ ପାର୍ଟ ଭିତରେ ଲୁଚାଇଥିଲେ ୨ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା, ୪ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ସୁନା ଚୋରା ଚାଲାଣର ଏକ ଅଜବ ତରିକା ସାମ୍ନାକୁ ଆସିଛି । ବିଦେଶରୁ ଆସିଥିବା ଚାରି ଜଣ ତସ୍କର ନିଜର ମଳାଶୟରେ ୩ କେଜି ଉର୍ଦ୍ଧ୍ବ ମୂଲ୍ୟର ସୂନା ଲୁଚାଇ ଆଣିଥିଲେ । ଏୟାରପୋର୍ଟରେ ସ୍କ୍ରିନିଂ ବେଳେ ସେମାନଙ୍କ ମଳାଶୟରେ…

କାହାକୁ ବାଛିବ ସୋନପୁର ?

ଭୁବନେଶ୍ବର : ସରଗରମ ହେଲାଣି ସୋନପୁର ନିର୍ବାଚନୀ ମାହୋଲ । ବିଜେଡିର ହେଭିଓ୍ବେଟ୍ ନେତା ନିରଞ୍ଜନ ପୂଜାରୀଙ୍କ ଗଡ ରହିଛି ସୋନପୁର । ହେଲେ ବିଜେପି, କଂଗ୍ରେସ ସାଙ୍ଗକୁ ଏଥର ନିରଞ୍ଜନଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି ସ୍ବାଧୀନ ପ୍ରାର୍ଥୀ ସୋନାଲି ବିଶି । ଚାରି ତରଫା ଲଢେଇରେ କାହାକୁ ବାଛିବ…

ପଦମପୁରକୁ ଜିଲ୍ଲା କରାଇ ଦେଉନାହାନ୍ତି ବିରୋଧି: ପାଣ୍ଡିଆନ

ପଦମପୁର: ପଦମପୁରକୁ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ରାଜ୍ୟ ସରକାର ମଧ୍ୟ ବିଜ୍ଞପ୍ତି ପ୍ରକାଶ କଲେ । ଏପରିକି ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ମଧ୍ୟ ଜାଗା ଚିହ୍ନଟ କରାଗଲା । କିନ୍ତୁ ଚକ୍ରାନ୍ତକାରୀ ଗୋଷ୍ଠୀ ତାକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପଦମପୁର…

ଭେଜ୍ ଥାଳିର ଦାମ ବଢ଼ିଛି ୮ ପ୍ରତିଶତ, ନନ୍ ଭେଜ୍ ଥାଳି କମିଛି ୪ ପ୍ରତିଶତ…

ନୂଆଦିଲ୍ଲୀ: ଆଳୁ, ପିଆଜ ଏବଂ ଟମାଟୋର ମୂଲ୍ୟ ବୃଦ୍ଧି ଯୋଗୁ ଏପ୍ରିଲ ମାସରେ ୮ ପ୍ରତିଶତ ମହଙ୍ଗା ହୋଇଛି ଶାକାହାରୀ ଥାଳି । କ୍ରିସିଲ ରିପୋର୍ଟ ଅନୁସାରେ ଗତବର୍ଷ ଏପ୍ରିଲ ମାସରେ ଭେଜ୍ ଥାଳିର ମୂଲ୍ୟ ୨୫.୪ ଟଙ୍କା ଥିବା ବେଳେ ଚଳିତବର୍ଷ ଏପ୍ରିଲ ମାସରେ ଭେଜ୍ ଥାଳିର ମୂଲ୍ୟ ୨୭.୪ ଟଙ୍କାକୁ…

ଆତ୍ମନିର୍ଭର ହେଉଛି ଭାରତ: ଗୋଟେ ବର୍ଷ ପରେ ଆଉ ବିଦେଶରୁ ଅସ୍ତ୍ର କିଣିବନି ଭାରତୀୟ ସେନା

ନୂଆଦିଲ୍ଲୀ: ୨୦୨୫ ମସିହାରୁ ଭାରତୀୟ ସେନା ବିଦେଶରୁ ଅସ୍ତ୍ର କିଣିବ ନାହିଁ। ଜଣେ ସେନା ଅଧିକାରୀ ଏହି ସୂଚନା ଦେଇଛନ୍ତି। ଆସନ୍ତା ଆର୍ଥିକ ବର୍ଷରୁ ଅସ୍ତ୍ରଶସ୍ତ୍ରର ସମସ୍ତ ଆମଦାନୀ ବନ୍ଦ କରିବାକୁ ସେନା ଲକ୍ଷ୍ୟ ରଖିଛି ବୋଲି ଘରୋଇ ଶିଳ୍ପ ସମସ୍ତ ଦାବି ପୂରଣ କରିବାର କ୍ଷମତା ବଢାଇଥିବା ସେ…

ଓଡ଼ିଶାର ଅସ୍ମିତା ପାଇଁ ରାଜ୍ୟ ବିଜେପି ଉପସଭାପତିଙ୍କ ନେତୃତ୍ବରେ ଶ୍ରୀମନ୍ଦିରରୁ ବାହାରିଲା ମହାପ୍ରଭୁଙ୍କ ବିଜୟ ମାଳ ଓ…

ପୁରୀ: ରାଜ୍ୟ ବିଜେପି ଉପସଭାପତି ତଥା ଯୁବ ଦଇତାପତି ଭବାନୀ ଦାସ ମହାପାତ୍ରଙ୍କ ନେତୃତ୍ବରେ ଆଜି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରୁ ବାହାରିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜୟ ମାଳ ଓ ମହାପ୍ରସାଦ । ଓଡ଼ିଶାର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ପ୍ରାର୍ଥୀଙ୍କ ବିଜୟ କାମନା ସହ ଓଡ଼ିଶାର…