Latest Odisha News

BREAKING NEWS

ରାଜ୍ୟପାଳଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ; ରାଜଭବନର ସିସିଟିଭ ଫୁଟେଜ୍ ମାଗିଲେ କଲିକତା ପୋଲିସ୍

କଲିକତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଉପରେ ଲାଗିଛି ଯୌନ ଉତ୍ପୀଡନର ଆରୋପ । ଏଭଳି ଆରୋପ ଲଗାଇଛନ୍ତି ଖୋଦ  ଜଣେ ସଂସଦୀୟ ମହିଳା । ଏହି ମାମଲା ନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ କଲିକତା ପୋଲିସ୍ ଏନେଇ ଏକ ଯାଞ୍ଚ ଟିମ୍ ଗଠନ କରିଛି । କଲିକତା ପୋଲିସର ଏକ…

ଆମ୍ରି ହସ୍ପିଟାଲ ପକ୍ଷରୁ ମାଗଣା ଯକୃତ ପରାମର୍ଶ ଶିବିର ଆୟୋଜିତ

ଭୁବନେଶ୍ଵର: ପୂର୍ବ ଭାରତର ଏହି ଅଗ୍ରଣୀ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଆମ୍ରି ହସ୍ପିଟାଲ ଜନସାଧାରଣଙ୍କୁ ସେବା ଯୋଗାଇବା ନିମନ୍ତେ ପୁଣି ଆଉ ଏକ ପଦକ୍ଷେପ ଗ୍ରହଣ କରିଛି । ଆମ୍ରି ହସ୍ପିଟାଲ ପରିସରରେ ଏକ ଲିଭର କ୍ଲିନିକର ଶୁଭାରମ୍ଭ କରିଛି । ଏଠାରେ ଆସନ୍ତା ମେ' ୮ ତାରିଖରେ ଏକ ମାଗଣା ଯକୃତ…

ଓଡିଶା ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ଭୁବନେଶ୍ବର: ଓଡିଶା ପାଇଁ ୪୦ ଷ୍ଟାର ପ୍ରଚାରକ ତାଲିକା ଦେଲା କଂଗ୍ରେସ  । ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ୪୦ ଜଣିଆ ହେବିଓ୍ବେଟ୍ ପ୍ରଚାରକ ତାଲିକା ପ୍ରକାଶ କରିଛି । ଷ୍ଟାର ପ୍ରଚାରକ ତାଲିକାରେ ସୋନିଆ, ପ୍ରିୟଙ୍କା, ରାହୁଲ,ଖଡଗେ, ରେବନ୍ତ ରେଡ୍ଡୀ, ରୂପେଶ ବାଘେଲ, ସଚିନ ପାଇଲଟ୍ ପ୍ରମୁଖ …

ପ୍ରଚାର ବେଳେ ବୃଦ୍ଧାଙ୍କୁ ଚାପୁଡ଼ା ମାରିଲେ କଂଗ୍ରେସ ପ୍ରାର୍ଥୀ, ଭିଡିଓ ଭାଇରାଲ

ହାଇଦ୍ରାବାଦ: ଦେଶରେ ଲୋକୋସଭା ନିର୍ବାଚନ ପାଇଁ ସରଗରମ ହୋଇ ଉଠିଛି ନିର୍ବାଚନୀ ମାହୋଲ । ବିଭିନ୍ନ ରାଜନୈତିକ ଦଳ ତରଫରୁ ସବୁଠି ପ୍ରଚାର ପ୍ରସାର ଜୋର ଧରିଛି । ବିଜୟ ନେଇ ସବୁ ନେତା ତଥା ପ୍ରାର୍ଥୀଙ୍କ ଦୃଢୋକ୍ତି ପ୍ରକାଶ କରୁଛନ୍ତି । ପ୍ରାର୍ଥୀମାନେ ଘର ଘର ବୁଲି ଭୋଟର୍‌ଙ୍କୁ ଭୋଟ୍‌…

ରେଭେନ୍ନା ବାପା-ପୁଅଙ୍କ ଭିଡିଓ ଭାଇରାଲ ପ୍ରସଙ୍ଗ; କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ରାହୁଲଙ୍କ ଚିଠି

ପୁନେ: କର୍ଣ୍ଣାଟକ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଶତାଧିକ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ମାମଲା ଉପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଚିଠି ଲେଖିଛନ୍ତି ରାହୁଲ ଗାନ୍ଧୀ। ଏହି ଚିଠିରେ ଏଭଳି ଜଘନ୍ୟ ଅପରାଧର ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ସହ…

ରୋହିତ କହିଲେ ‘ସରି ରିଙ୍କୁ’!

ଭୁବନେଶ୍ବର: ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳର ଚୟନ ହୋଇସାରିଛି। ହେଲେ ଏବେବି ଚୟନକୁ ନେଇ ଲାଗି ରହିଛି ବିବାଦ। ଏ ବିବାଦ କେବଳ ଜଣେ ଖେଳାଳିଙ୍କୁ ବାଦ୍ ଦେବାକୁ ନେଇ। ଏବେବି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ରିଙ୍କୁ ସିଂ। ବିଶ୍ଵକପ ଟିମରେ କାହିଁକି ରିଙ୍କୁଙ୍କୁ ମିଳିଲାନି ସ୍ଥାନ,…

୭୯ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ମେଟା ଲଗାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ମେଟା ମାଲିକାନା ହ୍ବାଟସ ଆପ କହିଛି ଯେ ମାର୍ଚ୍ଚରେ ଭାରତରେ ୭୯ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରାଯାଇଛି। ମାର୍ଚ୍ଚ ୧ ରୁ ୩୧ ଅବଧି ମଧ୍ୟରେ ୭,୯୫୪,୦୦୦ ହ୍ବାଟସ ଆପ ଆକାଉଣ୍ଟକୁ ନିଷିଦ୍ଧ କରାଯାଇଥିଲା ଏବଂ ବ୍ୟବହାରକାରୀଙ୍କ କୌଣସି ରିପୋର୍ଟ ପୂର୍ବରୁ ମଧ୍ୟ ୧,୪୩୦,୦୦୦ରୁ…

୧୦ରେ ଭୁବନେଶ୍ବରରେ ମୋଦୀଙ୍କ ରୋଡ ଶୋ

ଭୁବନେଶ୍ବର: ପୁଣି ଆସନ୍ତା ସପ୍ତାହରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତାକାଲି ଅର୍ଥାତ ୫ ଓ ୬ ତାରିଖର ଗସ୍ତ ପରେ ପୁଣି ୧୦ ଓ ୧୧ ତାରିଖରେ ଓଡିଶା ଆସିବେ ମୋଦୀ । ୨ ଦିନିଆ ଗସ୍ତ ଅର୍ଥାତ୍ ଆଗାମୀ ୧୦ ଓ ୧୧ ତାରିଖରେ  ଭୁବନେଶ୍ବର ଆସୁଛନ୍ତି ମୋଦୀ । ମେ ୧୦ ରେ ଭୁବନେଶ୍ବରରେ…

ଭଡା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଏକ ଭଡା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବତୀଙ୍କ ନାଁ ବିଷ୍ଣୁପ୍ରିୟା ରାଉତ । ତେବେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକେ । ଅଭିଯୋଗକୁ ଭିତ୍ତି କରି ତଦନ୍ତ କରୁଛି ପୋଲିସ । ଖବର ମୁତାବକ, ବିଷ୍ଣୁପ୍ରିୟା ତାଙ୍କ…

ଆରବ ସାଗରରେ ପୁଣିଥରେ ପରାକ୍ରମ ଦେଖାଇଲା ଭାରତୀୟ ନୌସେନା, ବଞ୍ଚାଇଲା ୨୦ ପାକିସ୍ତାନୀଙ୍କ ଜୀବନ

ନୂଆଦିଲ୍ଲୀ: ଆରବ ସାଗରରେ ପୁଣିଥରେ ପରାକ୍ରମ ଦେଖାଇଲା ଭାରତୀୟ ନୌସେନା । ଗତ କିଛି ଦିନ ଧରି ଆରବ ସାଗରରେ ଲଗାତାର ଭାବରେ ଅନ୍ୟ ଦେଶକୁ ସାହାର୍ଯ୍ୟ କରିବାରେ ଲାଗିଛି ଭାରତୀୟ ନୌସେନା । ଯେକୌଣସି ଜରୁରୀକାଳିନ ସମୟରେ ସେ ଜଳଦସ୍ୟୁଙ୍କ ଠାରୁ ଉଦ୍ଧାର କରିବା ହେଉ କିମ୍ବା ମେଡିକାଲ ସହାୟତାରେ…