Latest Odisha News

BREAKING NEWS

୨୫ ବର୍ଷ ଶାସନରେ ଲୋକଙ୍କୁ ପାଣି ଯୋଗାଇ ନପାରିବା, ଏହା ହିଁ କ’ଣ ବିକାଶ?: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର । ଓଡିଶାବାସୀଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ନେଇ ସେ ନବୀନ ସରକାରଙ୍କୁ ଯୋରଦାର ଟାର୍ଗେଟ କରିଛନ୍ତି । ଗୋଲକ ମହାପାତ୍ର କହିଛନ୍ତି ଯେ ପାଖାପାଖି ୧୦ହଜାର ଦିନ ସରକାରରେ ରହିବି ନବୀନ ବାବୁ…

ବିଦ୍ୟୁତ୍ ଲାଇନରୁ ଅନଧିକୃତ ହୁକିଂରୁ ଦୂରେଇ ରହିବାକୁ ଟିପିସିଓଡିଏଲର ନିବେଦନ

ଭୁବନେଶ୍ୱର: ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ଉପଭୋକ୍ତାଙ୍କୁ ବିଦ୍ୟୁତ୍ ବ୍ୟବହାର ସମ୍ବନ୍ଧୀୟ ଅନଧିକୃତ କାର୍ଯ୍ୟରୁ ଦୂରେଇ ରହିବାକୁ ଅନୁରୋଧ କରିଛି। ପ୍ରବଳ ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍ ଯୋଗାଣରେ ବାଧା ସୃଷ୍ଟିକୁ ରୋକିବା ପାଇଁ ଏହି ସକ୍ରିୟ…

ଭକ୍ତ ଦାସ କହିଲେ ସେ କାହିଁକି ଲଢ଼ିଲେ ବିଧାନସଭା ନିର୍ବାଚନ

ଭୁବନେଶ୍ୱର: ଏକଦା କଳାହାଣ୍ଡି ବାଘ ଭାବେ ପରିଚିତ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ପ୍ରାୟ ୪ ଦଶନ୍ଧି ପରେ ପୁଣି ଥରେ ବିଧାନସଭା ନିର୍ବାଚନରେ ଅଂଶ ଗ୍ରହଣ କରିଛନ୍ତି। ୧୯୮୫ରେ ଜନତା ପାର୍ଟି ଟିକେଟରେ ବିଧାୟକ ଭାବରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା ଏବଂ ପରେ ସେ ତିନି ଥର…

ବିଜେପିରୁ ଇସ୍ତଫା ଦେଲେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ?

ସମ୍ବଲପୁୁର: ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ବିଜେପିରୁ ଇସ୍ତଫା ଦେଇଛନ୍ତି। ଚଳିତଥର ତାଙ୍କ ଆସନରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ନିକଟରେ ତାଙ୍କ ପତ୍ନୀ ଓ ପୁଅ ବିଜେଡିରେ ଯୋଗଦେଇଥିଲେ। ଏହାପରେ ସେ ବିଜେପିରୁ ଇସ୍ତଫା…

ମିଶ୍ରଣ ପର୍ବ: ବିଜେପିରେ ଯୋଗଦେଲେ ଶତାଧିକ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସିବା ବେଳକୁ ବଢୁଛି ଦଳ ଅଦଳ ବଦଳ । ଟିକେଟ ଆଶାରେ ନେତା ଓ କର୍ମୀ ମାନେ ଦଳ ବଦଳାଉଛନ୍ତି । ଏହି ଅବସରରେ ଆଜି ବିଜେଡି ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ…

ପୁରୀରୁ ସମ୍ବିତ ପାତ୍ରଙ୍କ ସହ ନାମାଙ୍କନ ଦାଖଲ କଲେ ହେଭିୱେଟ୍

ପୁରୀ: ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଚାଲିଛି ନାମାଙ୍କନ ପର୍ବ । ବିରାଟ ପଟୁଆରରେ ନିଜ କର୍ମୀଙ୍କୁ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ଏହି ପରିପ୍ରେକ୍ଷୀରେ ଆଜି ପୁରୀ ସଂସଦୀୟ କ୍ଷେତ୍ରର ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ…

ନବୀନଙ୍କ ଯୋଡ଼ି ଶଙ୍ଖକୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର, କହିଲେ ଯୋଡ଼ି ଫୁଲ ବହୁତ ଭଲ

ସମ୍ବଲପୁର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଯୋଡ଼ି ଶଙ୍ଖକୁ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା କାଉଣ୍ଟର କରିଛନ୍ତି। ଯୋଡ଼ି ଫୁଲ ବହୁଲ ଭଲର ନାରା ଦେଇ ପ୍ରଚାର ମୈଦାନକୁ ଆହୁରି ସରଗରମ କରିଛନ୍ତି। ସମ୍ବଲପୁରରେ ପ୍ରଚାର…

ଆଇପିଏଲ ପ୍ରଦର୍ଶନ ନୁହେଁ, ୱେଷ୍ଟଇଣ୍ଡିଜ ପିଚକୁ ଦେଖି ଦଳ ଚୟନ କରାଯିବ

ନୂଆଦିଲ୍ଲୀ: ଖୁବ ଶୀଘ୍ର ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ । ଚୟନ କମିଟି ଏଥର କୌଣସି ପ୍ରକାରର ଭୁଲ କରିବାକୁ ଚାହୁଁନି । ପୂର୍ବରୁ ଆଇପିଏଲ ପ୍ରଦର୍ଶନକୁ ଭିତି କରି ଦଳ ଚୟନ କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଏବେ ଏହାକୁ ଖଣ୍ଡନ କରାଯିବ ସହ ୱେଷ୍ଟଇଣ୍ଡିଜ ଓ…

ଡବଲ ଇଞ୍ଜିନ ବନାମ ନବୀନ ଇଞ୍ଜିନ୍: କାହାକୁ ଭରସା କରିବେ ଓଡ଼ିଶାବାସୀ?

ଭୁବନେଶ୍ୱର: ରାଜ୍ୟରେ କିଏ ଗଢ଼ିବ ସରକାର ଭିତରେ ଏବେ ପ୍ରସଙ୍ଗ ପାଲଟିଛି ଦୁଇ ଦଳ ବିଜେପି ଓ ବିଜେଡିର ନାରା ଡବଲ ଇଞ୍ଜିନ ଏବଂ ନବୀନ ଇଞ୍ଜିନ। ବିଜେପିର କେନ୍ଦ୍ରୀୟ ନେତା ଏବଂ ରାଜ୍ୟ ନେତା ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ପାଇଁ ଲୋକଙ୍କୁ ଅପିଲ୍ କରୁଛନ୍ତି। ଅନ୍ୟପଟେ ବିଜେଡି ଏହାର ଜବାବ…

କାହିଁକି ସରୁନି ଟିକେଟ୍ ଘୋଷଣା?

ଭୁବନେଶ୍ବର : କେଉଁଠି ଛିଣ୍ଡୁନି ଟିକେଟ ଅଙ୍କ? କାହିଁକି ୩ଦଳର ସରୁନି ଟିକେଟ୍ ଘୋଷଣା ? କେଉଁଠି ୩ ରାଜନୈତିକ ଦଳର ତଣ୍ଟିରେ ଅଟକିଛି କଣ୍ଟା ? ପ୍ରାର୍ଥୀ ଘୋଷଣାରେ ବିଳମ୍ବ କାହିଁକି ? ବିଜେଡିର ୩ଟି ତ ବିଜେପିର ୭ ଓ କଂଗ୍ରେସର ୨ଟି ବିଧାନସଭାରେ ତୁଟୁନି ଟିକେଟ ଅଙ୍କ । ମୟୂରଭଞ୍ଜ ଲୋକସଭା…