ନିର୍ବାଚନ ବେଳେ ଚେକିଂ ବାହାନାରେ ପୋଲିସର ପରିଚୟ ଦେଇ ଲୁଟ୍ ଅଭିଯୋଗ, ୩ ଗିରଫ
କଟକ: ନିର୍ବାଚନ ପାଇଁ ଚାରିଆଡେ ଚେକିଂ ଚାଲିଥିବା ବେଳେ ଏହି ମୈାକାରେ ନିଜକୁ ପୁଲିସର ପରିଚୟ ଦେଇ ଠକେଇ କରିବା ଅଭିଯୋଗରେ କଟକ ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, କଟକ ବାଦାମବାଡ଼ି ଅଞ୍ଚଳର ଦୁଇଟି ସ୍ଥାନରୁ ୩ ଜଣ ସୁନା ଅଳଙ୍କାର ଓ ନଗଦ ୩ ଲକ୍ଷରୁ ଅଧିକ…