ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମଧ୍ୟକାଳୀନ ଜାମିନ ପ୍ରତ୍ୟାଖ୍ୟାନ କଲେ କୋର୍ଟ
ରାଞ୍ଚି : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟକାଳୀନ ଜାମିନ ଦେବାକୁ ମନା କଲେ କୋର୍ଟ । ଏକ ଜମି ଘୋଟାଲା ମାମଲାରେ ତାଙ୍କ ଜାମିନ ଆବେଦନକୁ ଶନିବାର ରାଞ୍ଚିର ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ମନା କରି ଦେଇଛନ୍ତି। ସୋରେନ ତାଙ୍କ ଦାଦାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା…