Latest Odisha News

BREAKING NEWS

ବିଜେପିର ପୋଷ୍ଟର ବୟ ସାଜିଛନ୍ତି ଜନବିରୋଧୀ ପ୍ରଦୀପ, ପ୍ରଶାନ୍ତ

ଭୁବନେଶ୍ଵର: ରାଜ୍ୟରେ ବିଜେପିର ଗୁଣ୍ଡାଗର୍ଦ୍ଦି କରୁଥିବା ନେତାଙ୍କ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର । ଅପରାଧିକ କାର୍ଯ୍ୟ ସହ ଜଡିତ ଓ ବିଜେଡିରୁ ବିତାଡିତ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବ ବିଜେପିର ପୋଷ୍ଟର ବୟ ପାଲଟିଛନ୍ତି ବୋଲି କହିଛନ୍ତି ସ୍ଵୟଂ…

ଦିନକୁ ଦିନ ଓଡ଼ିଶାରେ ଲୋପ ପାଉଛି କଳା, କ’ଣ ରହିଛି ଏହାର କାରଣ

ଭୁବନେଶ୍ବର: କଳାକାରର ଅଳଙ୍କାର ହେଉଛି ତାର କଳା । କିଏ ସଂଙ୍ଗୀତକୁ ତ କିଏ ନୃତ୍ୟକୁ ଆଉ କିଏ ଅଭିନୟ ମାଧ୍ୟମରେ ତାର କଳାକୁ ପ୍ରଦର୍ଶନ କରେ । ସମଗ୍ର ବିଶ୍ବରେ ସର୍ଜନଶୀଳତାର ପ୍ରୋତ୍ସାହନ ସଚେତନ ପାଇଁ ପ୍ରତି ବର୍ଷ ଏପ୍ରିଲ ୧୫ ତାରିଖରେ ପାଳନ କରାଯାଏ ବିଶ୍ବ କଳା ଦିବସ । କାରଣ ଏହିଦିନ…

ରୋଷେଇ ଘରୁ ରାଜନୀତି, ବିଜେପିରେ ସାମିଲ ହେଲେ କାର୍ ଖାନା ଭାଉଜ

ଭୁବନେଶ୍ଵର: ବିଜେପିରେ ସାମିଲ ହେଲେ କାରରେ ଖାଦ୍ୟ ପରସି ଚର୍ଚ୍ଚାରେ ଥିବା ଦୁଇ ଯା’ ନେହା ଏବଂ ରଶ୍ମିତା ପାଣିଗ୍ରାହୀ । ବିଜେପି ସାଂସଦ ବସନ୍ତ ପଣ୍ଡା, ବରିଷ୍ଠ ନେତା ସମୀର ଦାସ, ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ଏହି ଦୁଇ ଯା’ଙ୍କୁ ଦଳକୁ ସ୍ଵାଗତ କରିଥିଲେ । ଗତ…

ପ୍ରଚାର ବେଳେ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ ଅଧିକାରୀ

ଚେନ୍ନାଇ: ନିର୍ବାଚନୀ ପ୍ରଚାର ବେଳେ ଯାଞ୍ଚ ହେଲା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର । ହେଲିକପ୍ଟର ଅବତରଣ କରିବା ପରେ ଫ୍ଲାଇଂ ସ୍କ୍ୱାଡ ଅଧିକାରୀମାନେ ତାଙ୍କ ହେଲିକପ୍ଟରର ତଲାସୀ ନେଇଛନ୍ତି । ଆଜି ରାହୁଲ ପ୍ରଚାର ପାଇଁ ତାଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟନାଡ ଅଭିମୁଖେ…

ନିର୍ବାଚନ ପୂର୍ବରୁ ଆବାସ ଦୁର୍ନୀତି ଅଭିଯୋଗ

ସୋନପୁର: ଆଗକୁ ରହିଛି ସାଧାରଣ ନିର୍ବାଚନ । ଏଥିପାଇଁ ଗୋଟେପଟେ ସମସ୍ତ ରାଜନୈତିକ ଦଳ ନିଜର ପ୍ରଚାର ପ୍ରସାର ଜୋରଦାର କରିଥିବା ବେଳେ ଅନ୍ୟପଟେ କିଛି ସ୍ଥାନରୁ ବିଭିନ୍ନ ଦୁର୍ନୀତିର ଖବର ସାମ୍ନାକୁ ଆସୁଛି । ଦେଶରେ ଗରିବ ମାନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର…

ଭାରତ ଶୈଳୀରେ ଜବାବ ଦେଲା ଇସ୍ରାଏଲ: ସ୍ଥାନ, ସମୟ ଆମେ ସ୍ଥିର କରିବୁ

ତେଲ ଅବୀବ: ଇସ୍ରାଏଲ ଉପରେ ଆକ୍ରମଣ କରି ଇରାନ ଆଉ ଏକ ଯୁଦ୍ଧର ଆରମ୍ଭ କରିଛି । ରବିବାର ଇରାନ ରାତିରେ ଇସ୍ରାଏଲ ଉପରେ ଘନ ଘନ ମିସାଇଲ ମାଡ କରିଥିଲା । ଅବଶ୍ୟ ଏଥିରୁ ଅଧିକାଂଶ ଇସ୍ରାଏଲ ପକ୍ଷରୁ ନଷ୍ଟ କରି ଦିଆଯାଇଥିଲା । ଏବେ ଇସ୍ରାଏଲ ଏହି ଆକ୍ରମଣ ପରେ ଭାରତ ଶୈଳୀରେ ଇରାନଜୁ ଜବାବ ଦେଇଛି ।…

କେ. କବିତାଙ୍କୁ ଝଟକା, ଏପ୍ରିଲ୍ ୨୩ ଯାଏଁ ବଢିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ. କବିତାଙ୍କ ସମସ୍ୟା ବଢିବାରେ ଲାଗିଛି । ଏହି ମାମଲାରେ ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ. କବିତାଙ୍କୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଦେଇଛନ୍ତି । ରିମାଣ୍ଡ…

ଶ୍ରୀଶ୍ରୀ ଠାକୁର ନିଗମାନନ୍ଦଙ୍କ ନୀଳାଚଳ କୁଟୀର ଶୁଭ ପଦାର୍ପଣ ଶତ ବାର୍ଷିକ ଉତ୍ସବ ପାଳିତ

ପୁରୀ : ଠାକୁର ନିଗମାନନ୍ଦଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳନ ଉତ୍ସବ ସ୍ଥାନୀୟ ବଗଲା ଧର୍ମଶାଳାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଭକ୍ତମାନେ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କୁ ଏକ ସୁସଜ୍ଜିତ ରଥ ଶୋଭାଯାତ୍ରାରେ ନାମ ସଂକୀର୍ତନ ସହିତ ନୀଳାଚଳ କୁଟୀରରୁ ବଗଲା ଧର୍ମଶାଳା…

ବକ୍ସ ଅଫିସର ରେକଡ ଭାଙ୍ଗିଲା ‘ବଡେ ମିୟାଁ ଛୋଟେ ମିୟାଁ’, ପଛରେ ପଡିଲା ‘ମଇଦାନ’

ମୁମ୍ବାଇ: ନିକଟରେ ଅକ୍ଷୟ କୁମାର,ଟାଇଗର ଶ୍ରଫ ଏବଂ ଅଜୟ ଦେବଗନଙ୍କ ଫିଲ୍ମ ରିଲିଜ୍ ହୋଇଥିଲା । ଅକ୍ଷୟ-ଟାଇଗରଙ୍କ 'ବଡେ ମିୟାଁ ଛୋଟେ ମିୟାଁ' ଏକ ଆକ୍ସନ୍-ଥ୍ରୀଲର୍ ଫିଲ୍ମ ହୋଇଥିଲା ବେଳେ  ଅନ୍ୟପଟେ ଅଜୟ ଦେବଗନଙ୍କ 'ମଇଦାନ' ଏକ ଖେଳାଳିଙ୍କ ଜୀବନ କାହାଣୀ ଉପରେ ଆଧାରିତ । ଉଭୟ ଫିଲ୍ମ…

କଲବଲ କରୁଛି ତାତି; ଦିନ ୧୧.୩୦ ସୁଦ୍ଧା ୩୯ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ଵର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତି ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଆଗାମୀ ୬ ଦିନ ଯାଏଁ ପ୍ରବଳ ତାତି ଅନୁଭୂତ ହେବ । ରାଜ୍ୟରେ ୪ ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ଆଶଙ୍କା ଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି…