ଆରସିବି ଏଥିପାଇଁ ୧୬ ବର୍ଷ ହେବ ଟ୍ରଫି ଜିତି ପାରୁ ନାହିଁ
ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଟିମରେ ଆନ୍ତର୍ଜାତୀୟ ଷ୍ଟାର ଖେଳାଳି ଥିବା ସତ୍ୱେ ଏହି ଟିମ ୧୬ ବର୍ଷ ହେବ ଟାଇଟଲ ହାସଲ କରିପାରୁ ନାହିଁ । ଗୁରୁବାର ଅମ୍ବାତି ରାୟୁଡୁ ଆରସିବି ଚାମ୍ପିୟନ ନ ହେବାର କାରଣ ଖୋଲିକରି କହିଛନ୍ତି । ତାଙ୍କର ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ…