ମୁଖତାର ଅନସାରୀ ମୃତ୍ୟୁ ଘଟଣା: ‘ମୁଁ ଆଜି ନ୍ୟାୟ ପାଇଲି’ କହିଲେ ପୂର୍ବତନ ବିଧାୟକ କୃଷ୍ଣାନନ୍ଦଙ୍କ…
ଲକ୍ଷ୍ନୌ: ମୁଖତାର ଅନସାରୀଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶ ପୋଲିସ ସମଗ୍ର ରାଜ୍ୟରେ ନିଷେଧାଦେଶ ଜାରି କରିଛି। ବୃନ୍ଦା, ମଉ, ଗାଜିପୁର ଏବଂ ବାରାଣାସୀ ଭଳି ଜିଲ୍ଲାରେ ପୋଲିସ ଟିମ୍ ପାଟ୍ରୋଲିଂ କରୁଛନ୍ତି। ଅନସାରୀଙ୍କ ମୃତ୍ୟୁ ପରେ ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରତିକ୍ରିୟା ମିଳୁଛି l…