Latest Odisha News

BREAKING NEWS

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୫ ଚୀନ୍ ନାଗରିକ ମୃତ

ଇସଲାମାବାଦ: ପାକିସ୍ତାନରେ ବଡ଼ ବିସ୍ଫୋରଣ ଘଟିଛି । ଏଥିରେ ୫ ଜଣ ଚୀନ୍ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ, ଜଣେ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ଘଟିଛି । ପ୍ରାଣ ହରାଇଥିବା ସମସ୍ତ ଚୀନ ନାଗରିକମାନେ ଇଞ୍ଜିନିୟର ଥିଲେ । ସେମାନେ ପାକିସ୍ତାନରେ ଚାଲୁଥିବା ଏକ ପ୍ରୋଜେକ୍ଟରେ କାମ କରୁଥିଲେ ।…

ଭାଷା ଭାଗବତ : ତ : ତ୍ତ ଭେଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  କରିଲେ ତ୍ତ ଏବେ ବର୍ଜନ ବିପତି ଲେଖିବାକୁ ମନ ବଳିବ ନିଶ୍ଚେ ଆପେ ଆପେ ଏମିତି କି ସଂସ୍କାର ବ୍ୟାପେ ? ଚିତ, ବିତ ଓ ଚିତ୍ତ, ବିତ୍ତ ଯେଉଁଟି ବହୁ ପ୍ରଚଳିତ ତାହା ନ କଲେ ବ୍ୟବହାର ହେବ କି କାହା ଉପକାର ? ଗୁଣବତ୍ତା ଓ ଗୁଣବତା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶଙ୍ଖ ନାଭି ମଣ୍ଡଳ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ କ୍ଷେତ୍ର ମହାତ୍ମ୍ୟ ବର୍ଣ୍ଣନା କରିବା ସମୟରେ, ଇତିହାସର ଜଣେ ଅନନ୍ୟ ଭକ୍ତ ସାରିଆ ଭିକଙ୍କ କାଳଜୟୀ ରଚନା “ଥକା ମନ ଚାଲ ଯିବା, ଚକା ନୟନ ଦେଖିବା “କୁ ଉପସ୍ଥାପିତ…

୩ ସିଟ୍ ରେ କେଉଁଠି କେଁ?

ଭୁବନେଶ୍ବର: ଲୋକସଭା ଲଢେଇ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ୨୧ ରୁ ୧୮ ସିଟ୍ ପାଇଁ ସିପାହୀ ପ୍ରସ୍ତୁତ । କିଛି ନୂଆ କିଛି ପୁରୁଣା ମୁହଁ ସହ ଚବିଶ ପାଇଁ ବିଜେପି କରିଛି ଚଉକଶ ପ୍ଲାନ୍ । ତେବେ ପ୍ରଶ୍ନ, ୩ ସିଟ୍ ରେ କେଉଁଠି ରହିଛି କନଫ୍ୟୁଜନ୍? ପ୍ରାର୍ଥୀ ନିଷ୍ପତ୍ତି…

ବୌଦ୍ଧ ପୋଲିସର ମୁଣ୍ଡ ବିନ୍ଧାଉଛି ଗଞ୍ଜେଇ ଚୋରାଚାଲାଣ, ମାଟି ଖୋଳି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

ବୌଦ୍ଧ: ଏକ ଟନରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି ବୌଦ୍ଧ ପୋଲିସ। ବୌଦ୍ଧ ପୋଲିସ ଦ୍ଵାରା ବଘିଆପଡ଼ା ଫାଣ୍ଡି ପେଞ୍ଜାବାଲି ଗ୍ରାମ୍ୟା ଜଙ୍ଗରୁ ବାହାରକୁ ଚାଲାଣ୍ଡ ପାଇଁ ରଖାଯାଇଥିବା ୧୦୭୮ କେଜି ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟି ୭ ଲକ୍ଷ ୮୦ ହାଜର ଟଙ୍କା ବୋଲି…

ସମ୍ବଲପୁରରେ ବୋମାମାଡ଼, ଦୁଇ ଆହତ

ସମ୍ବଲପୁର: ଆଜି ସନ୍ଧ୍ୟାରେ ସମ୍ବଲପୁର ପୀରବାବା ଛକରେ ବୋମାମାଡ଼ ହୋଇଥିବା ସୂଚନା ରହିଛି। ଏହି ଘଟଣାରେ ଦୁଇଜଣ ଆହତ ହୋଇ ଚିକିତ୍ସାଧନ ରହିଛନ୍ତି। ତେବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ପୋଲିସ। ଏକ ବୁଲେଟ ଉପରେ ଏହି ବୋମାମାଡ଼ ହୋଇଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ…

ମାତ୍ର ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟ ହାସଲ କରି ଲେଖିଥିଲେ ଇତିହାସ

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନକୁ ନେଇ ଦେଶର ସବୁ ସ୍ଥାନରେ ଏବେ ଆଲୋଚନା ଜୋର ଧରିଛି। ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ସହିତ ରାଜନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇଛି। କେନ୍ଦ୍ରରେ ଶାସକ ବିଜେପି ଲୋକସଭା ନିର୍ବାଚନ ପାଇଁ ଅଧିକାଂଶ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଅନ୍ୟପକ୍ଷରେ…

ୟଶ ଦୟାଲଙ୍କୁ ମୂରଲୀ କାର୍ତିକ ଅଳିଆ କହିଥିଲେ..

ବେଙ୍ଗାଲୁର: ଆଇପିଏଲର ୧୭ତମ ସଂସ୍କରଣ ହେବା ତାର ଲୟକୁ ଫେରିବାରେ ଲାଗିଛି । ମ୍ୟାଚର ରୋମାଂଚ ପ୍ରଶଂସକଙ୍କୁ ଘାରିବାକୁ ଆରମ୍ଭ କରିଛି । ତେବେ ଏହି ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୫ କୋଟି ଟଙ୍କାରେ ୟଶ ଦୟାଲଙ୍କୁ ଦଳରେ ନେଇଥିଲା । ଅନେକ ଏ ନେଇ ଆଶ୍ଚର୍ଯ୍ୟ…

ଆଇଆଇଟି ମାଦ୍ରାସରୁ ଅଧ୍ୟୟନ କରିଥିବା ପୱନ ଦାବୁଲୁରିଙ୍କୁ ମିଳିଲା ମାଇକ୍ରୋସଫ୍ଟ ୱିଣ୍ଡୋଜର ଦାୟିତ୍ୱ

ନୂଆଦିଲ୍ଲୀ: ଆଇଆଇଟି ମାଡ୍ରାସରୁ ଅଧ୍ୟୟନ କରିଥିବା ଛାତ୍ର ପୱନ ଦାବୁଲୁରିଙ୍କୁ ମିଳିଲା ମାଇକ୍ରୋସଫ୍ଟ ୱିଣ୍ଡୋଜର ଦାୟିତ୍ବ। ମାଇକ୍ରୋସଫ୍ଟ ୱିଣ୍ଡୋଜ ଏବଂ ସର୍ଫେସର ନୂଆ ମୁଖ୍ୟ ହେଲେ ପୱନ ଦାବୁଲୁରି । ପାନୋସ ପାନେୟଙ୍କ ପରେ ତାଙ୍କୁ ଏହି ପଦ ମିଳିଛି । ଗତବର୍ଷ ପାନୋସ ପାନେୟ ମାଇକ୍ରୋସଫ୍ଟ…

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ଖେଳାଯିବ । ୱାର୍ଲ୍ଡ ଟେଷ୍ଟ ସିରିଜ ଚଳିତ ଆଇପିଏଲ ଅବସରରେ ବିସିସିଆଇ ଏହି ଘୋଷଣା କରିଛି । ନଭେମ୍ବରରୁ ଏହି ସିରିଜ ଖେଳାଯିବ ବୋଲି ଘୋଷଣା କରାଯିବା ପରେ ମଙ୍ଗଳବାର କାର୍ଯ୍ୟସୂଚୀ…