Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ବାବା ଲିଙ୍ଗରାଜଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ପୁରୀ: ଗତକାଲି ରାଜ୍ୟର ୨୧ଟି ଲୋକସଭା ଆସନରୁ ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପଶ୍ଚିମ ଓଡ଼ିଶା ତଥା ହାଇପ୍ରୋଫାଇଲ ଆସନ ସମ୍ବଲପୁରରୁ ଏଥରର ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପୁରୀ ଲୋକସଭା ଆସନରୁ ପାର୍ଥୀ ହୋଇଛନ୍ତି ସମ୍ବିତ…

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରଥମ ହୋଲି, ଭକ୍ତ ଓ ଭଗବାନଙ୍କ ପ୍ରସ୍ତୁ ହେଉଛି ୫୬ ଭୋଗ

ଅଯୋଧ୍ୟା: ଗତ ୨-୩ ଦିନ ଧରି ଅଯୋଧ୍ୟା ରାମ ମନ୍ଦିର ଲୋକମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରଭୁ ଶ୍ରୀରାମଲାଲାଙ୍କ ସହ ଦୀର୍ଘ ୪୯୫ ପରେ ହୋଲି ଖେଳିବାକୁ ଭକ୍ତମାନେ ବ୍ୟାକୁଳ । ରାମ ମନ୍ଦିର ଟ୍ରଷ୍ଟ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ଭକ୍ତଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ…

ଅଡୁଆ ଉପରେ ଅଡୁଆ: ଜେଲ ଭିତରେ କାଗଜ କି କମ୍ପ୍ୟୁଟରକୁ ଅନୁମତି ନାହିଁ, ତେବେ ଚିଠି ଆସିଲା କେମିତି?

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଇଡି ଅଧିନରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନଥିବା ବେଳେ ସେ ଜେଲରେ ରହି ସରକାର ଚଳାଇବେ ବୋଲି କହିଛି ଦଳ । ଏହାରିଭିତରେ ଗତକାଲି ସେ ଜେଲ ଭିତରୁ ଏକ ନିର୍ଦ୍ଦେଶ ପତ୍ର…

ନନ୍ଦନକାନନରୁ ଆସିଲା ଖୁସି ଖବର, ମା’ ହେଲା ଏସୀୟ ସିଂହୀ ରେବା

ବାରଙ୍ଗ; ନନ୍ଦନକାନନରୁ ଆସିଲା ଖୁସି ଖବର । ମା' ହେଲା ଏସୀୟ ସିଂହୀ ରେୱା । ସିଂହୀ ରେୱା ଗର୍ଭରୁ ୩ ଶାବକ ଜନ୍ମ ନେଇଛନ୍ତି। ଯାହାକୁ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସିର ବାତାବରଣ ଖେଳିଯାଇଛି । ରେୱା ଦ୍ୱିତୀୟ ଥର ପାଇଁ ମା’ ହୋଇଛି । ରେୱା ପ୍ରଥମ ଥର ପାଇଁ ୨୦୨୩ ମସିହା …

ଜେଏନୟୁ ନିର୍ବାଚନ: ୨୮ ବର୍ଷ ପରେ ଇତିହାସ ରଚିଲେ ଦଳିତ ସମ୍ପ୍ରଦାୟ

ନୂଆଦିଲ୍ଲୀ: ୨୮ ବର୍ଷ ପରେ ଇତିହାସ ଦୋହରାଇଲା ବାମପନ୍ଥୀ ସଂଗଠନ । ଜେଏନୟୁ ଛାତ୍ର ସଂଘ ନିର୍ବାଚନର ପ୍ରକାଶ ପାଇଛି ଫଳାଫଳ । ଗତକାଲି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ ଆରଏସଏସ ସହ ଜଡିତ ଅଖିଳ ଭାରତୀୟ ବିଦ୍ୟା ପରିଷଦ (ଏବିଭିପି) କୁ ପରାସ୍ତ କରି…

ଭାଷା ଭାଗବତ : ବ୍ୟକ୍ତି ଓ କୃତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ବ୍ୟକ୍ତି ବଦଳେ ଯଦି କୃତି ଆଲୋଚ୍ୟ ହୋଇପାରେ ନିତି କୃତିକୁ ମିଳିବ ସ୍ବୀକୃତି ସାହିତ୍ୟ କରିବ ଉନ୍ନତି ବ୍ୟକ୍ତିଂକୁ ନିଂଦା କି ପ୍ରଶଂସା କରିଲେ ହଟେନି ଦୁର୍ଦଶା ବ୍ୟକ୍ତିଂକ ମୂର୍ତି କଲେ ପୂଜା ଉଡ଼େନି ବ୍ୟକ୍ତିତ୍ବର ଧ୍ବଜା…

ହୋଲିରେ ଘଟିଲା ଅଘଟଣ, ଭଷ୍ମ ଆଳତୀ ବେଳେ ମହାକାଳ ମନ୍ଦିରରେ ଲାଗିଲା ନିଆଁ

ଉଜ୍ଜୈନ: ହୋଲିରେ ଘଟିଲା ଅଘଟଣ । ମହାକାଳ ମନ୍ଦିରରେ ଲାଗିଲା ନିଆଁ । ଭଷ୍ମ ଆଳତୀ ଚାଲିଥିବା ବେଳେ ମଧ୍ୟପ୍ରଦେଶ ଉଜ୍ଜୈନର ମହାକାଳ ମନ୍ଦିରରେ ନିଆଁ ଲାଗିଥିବା ସୂଚନା । ଅଗ୍ନିକାଣ୍ଡରେ ୧୩ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଓ ଅଗ୍ନିଶମ…

ନିର୍ବାଚନୀ ଅଙ୍କ କସିବେ ଅଭିନେତା ଠୁ ଶିଳ୍ପପତି, ମେରଠ ଆସନରେ ମଇଦାନକୁ ଓହ୍ଲାଇବେ ପ୍ରଭୁ ଶ୍ରୀରାମ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ତାରିଖ ଘୋଷଣା ପରେ ବିଜେପି ତା’ର ପଞ୍ଚମ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ୧୧୧ଜଣଙ୍କ ନାମ ଘୋଷଣା କରାଯାଇଛି । ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ, ଅଭିନେତା ଅରୁଣ ଗୋଭିଲ ଏବଂ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପରମ ପାବନ କ୍ଷେତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର ଏବଂ ପରମ ପାବନ କ୍ଷେତ୍ର। ଏହା ପରଂବ୍ରହ୍ମଙ୍କ ଲୀଳା କ୍ଷେତ୍ର। ଏହି କ୍ଷେତ୍ରର ଅନନ୍ୟ ମାହାତ୍ମ୍ୟ ଏହିକିଯେ ଏଠାରେ ମୃତ୍ୟୁ…

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା; ଝିମିରି ଫଗୁରେ ଭକ୍ତଙ୍କ ସହ ହୋଲି ଖେଳିବେ ମହାପ୍ରଭୁ

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳିବେ ଦୋଳ ଗୋବିନ୍ଦ। ଏହି ଅବସରରେ ଅନେକ ସ୍ଥାନରେ ବାଡ଼ିଖେଳ ମଧ୍ୟ ହେବ। ସେପଟେ ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର…