Latest Odisha News

BREAKING NEWS

ପୁରୀ ବୁଲିଲେ ଭାରତୀୟ ହକି ଟିମ

ପୁରୀ: ପୁରୀରେ ଭାରତୀୟ ହକି ଟିମ୍। ପୁରୀରେ ପହଞ୍ଚିବା ପରେ ଟିମ୍ ପ୍ରଥମେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମହାପ୍ରଭୁଙ୍କ ଖଣ୍ଡୁଆ ପାଟ ଦେଇ ଖେଳାଳିମାନଙ୍କ ମନ ବଳକୁ ଦୃଢ଼ କରାଯାଇଛି। ତା'ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଭାରତୀୟ ହକି ଦଳର କ୍ୟାପଟେନଙ୍କ…

ପ୍ରଥମ ନିର୍ବାଚନ: ଯେବେ ନେହରୁଙ୍କ ନିର୍ବାଚନୀ ସଭାରେ ଜନ୍ମ ନେଇଥିଲା ଶିଶୁ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତାରିଖ ଘୋଷଣା ହୋଇଯାଇଛି। ସମସ୍ତ ଦଳ ନିଜ ନିଜ ଢଙ୍ଗରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏଥର ପ୍ରାୟ ୯୭ କୋଟି ଭୋଟର ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ବାଛିବାକୁ ଯାଉଛନ୍ତି। ଦେଶର ଏହି ପର୍ବରେ ଯଥାସମ୍ଭବ ଅଂଶଗ୍ରହଣ କରିବାକୁ ଭାରତର ନିର୍ବାଚନ ଆୟୋଗ…

ରାଜଧାନୀରେ ମାତିଲେଣି ମହିଳା ବ୍ରାଉନସୁଗାର ବେପାରୀ, ୨ ଯୁବତୀ ଗିରଫ

ଭୁବନେଶ୍ୱର: ରାଜଧାନୀରେ ବ୍ରାଉସ ସୁଗାର କାରବାର ଅଭିଯୋଗରେ ସ୍ୱତନ୍ତ୍ର କ୍ରାଇମ ୟୁନିଟ୍ କମିଶନର ପୋଲିସ ଶନିବାର ଜଣେ ମହିଳା ଆକାଉଣ୍ଟାଣ୍ଟ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ଦୁଇ ମହିଳା ହେଲେ କୋଣାର୍କ ଅଞ୍ଚଳର 23 ବର୍ଷୀୟ ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ୱର ବସ୍ତା ଅଞ୍ଚଳର…

ତାତିରେ ସିଝିବ ଓଡ଼ିଶା, ୪୦ ଟପିବ ତାପମାତ୍ରା !

ଭୁବନେଶ୍ୱର: ଆଗକୁ ଆହୁରି ବଢିବ ତାତି। ୪୦ ଟପିବ ତାପମାତ୍ରା। ଏଥର ପ୍ରବଳ ତାତି ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି। ତେବେ କେବଳ ଦିନ ନୁହେଁ, ରାତିରେ ମଧ୍ୟ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତକାଲି ଅର୍ଥାତ୍…

ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି, ବିଦେଶିନୀ ଭକ୍ତ ପ୍ରବେଶ କରିଥିବା ଅଭିଯୋଗ

ପୁରୀ: ଶ୍ରୀମନ୍ଦିରରେ ବିଦେଶିନୀ ଭକ୍ତ ପ୍ରବେଶ କରିଥିବା ଅଭିଯୋଗ । ବାଇଶି ପାହାଚ ନିକଟରେ ୨ ବିଦେଶୀ ଭକ୍ତଙ୍କୁ ଅଟକାଇଲେ ସେବାୟତ । ୨ ବିଦେଶୀ ଭକ୍ତଙ୍କୁ ସିଂହଦ୍ବାର ଥାନାରେ ଅଟକ ରଖି ପଚରାଉଚରା କରାଯାଇଛି। ଶ୍ରୀମନ୍ଦିର ବାହାରେ ଓ ଭିତରେ ଶହଶହ ପୋଲିସ ନିୟୋଜିତ ଥିବା ବେଳେ ଜଣେ ବିଦେଶୀ…

ନିର୍ବାଚନ କମିଶନଙ୍କ ନବରଙ୍ଗପୁର ଗସ୍ତ ଓ ନିର୍ବାଚନ ପରିଚଳନା ସମୀକ୍ଷା

ନବରଙ୍ଗପୁର: ରାଜ୍ୟ ନିର୍ବାଚନ ଅଧିକାରୀ ନବରଙ୍ଗପୁର ଗସ୍ତ ଏବଂ ନିର୍ବାଚନ ପରିଚଳନା ସମୀକ୍ଷା। ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳଙ୍କ ନବରଙ୍ଗପୁର ଗସ୍ତ କରି ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକରେ…

କଂଗ୍ରେସର ଗ୍ୟାରେଣ୍ଟି କାର୍ଡ, କଂଗ୍ରେସ ସରକାରକୁ ଆସିଲେ କରିବ ଏହି କାର୍ଯ୍ୟ

ଭୁବନେଶ୍ଵର: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି । ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସ ଜାରି କରିଛି ଗ୍ୟାରେଣ୍ଟି କାର୍ଡ । ୨୦୨୪ରେ କ୍ଷମତାକୁ ଆସିଲେ କଂଗ୍ରେସ ଏହି ଗ୍ୟାରେଣ୍ଟି ଉପରେ କାମ କରିବ ବୋଲି ଲୋକଙ୍କୁ ଜଣାଇଛି । ୨୪ ବର୍ଷର ବିଜେଡି ଶାସନ ଏବଂ ୯ ବର୍ଷର ବିଜେପି…

ଭାରସାମ୍ୟ ହରାଇ ଟ୍ରକ ପଛକୁ ପିଟିଲା ବାଇକ, ୩ ମୃତ

ଯାଜପୁର: କଳିଙ୍ଗନଗର ଥାନା ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚଳନ୍ତା ଟ୍ରକ୍ ପଛରେ ପିଟିହୋଇ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡ଼ିକାଲରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ସମ୍ପର୍କରେ…

ରାଜନୀତିକୁ ଫେରିବେ କି ଗୋବିନ୍ଦା! ଜାଣନ୍ତୁ କେଉଁ ଦଳରୁ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ରହିଥିବା ଅଭିନେତା ଗୋବିନ୍ଦା ପୁଣି ରାଜନୀତିକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ରଙ୍ଗିଲା ରାଜା'ରେ ଶେଷ ଥର ପାଇଁ ନଜର ଆସିଥିଲେ । ସେବେଠାରୁ ତାଙ୍କୁ ବଡ ପରଦାରେ ଆଉ ଦେଖିବାକୁ ମିଳିନଥିଲା ।…

ଆମାଜନ ହୋଲି ସେଲରେ ୪୫୦୦ ଟଙ୍କା ଶସ୍ତାରେ ମିଳୁଛି ପୋକୋର ଏହି ଦମଦାର ସ୍ମାର୍ଟଫୋନ

ନୂଆଦିଲ୍ଲୀ: ଆଗକୁ ଆସୁଛି ହୋଲି ପର୍ବ l ଏଥିପାଇଁ ସବୁ କମ୍ପାନୀ ଗ୍ରାହକଙ୍କ ପାଇଁ ବେଶ ଲୋଭନୀୟ ଅଫର ବର୍ଷା କରୁଛନ୍ତି l ଏଥିରେ ସାମିଲ ହୋଇଛନ୍ତି ଅନଲାଇନ ଶପିଂ ସାଇଟ l ଏଥର ହୋଲିରେ ଅମାଜ଼ାନ ସେଲ ରେ ବିଶେଷ ରିହାତି ଦେଉଥିବା ଦେଖିବାକୁ ମିଳିଛି l ଆମାଜନର ହୋଲି ସେଲରେ ପୋକୋ ଫୋନ୍ ର ଏକ…