Latest Odisha News

BREAKING NEWS

‘ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ’ ଭାବେ ଉନ୍ନୀତ ହେଲା ମେଣ୍ଢାଶାଳସ୍ଥିତ ପୋଲିସ ଆଉଟ ପୋଷ୍ଟ

ଭୁବନେଶ୍ବର: ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲା ମଧ୍ୟରେ ମେଣ୍ଢାଶାଳ ଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳ ଭାବେ ଗଢିଉଠୁଛି । ସେହି ଅଞ୍ଚଳରେ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକନୋଲୋଜି, ନାଲକୋ ରିସର୍ଚ୍ଚ  ଆଣ୍ଡ ଟେକନୋଲୋଜି, ବିର୍ଲା ଗ୍ଲୋବାଲ ୟୁନିଭରସିଟି, ଜିଆଇଇଟି…

ମାଓ କ୍ୟାମ୍ପରେ ଚଢ଼ାଉ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

କଳାହାଣ୍ଡି: ମାଓ କ୍ୟାମ୍ପ ଉପରେ ପୋଲିସର ଚଢ଼ାଉ । ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ । ସଦର ଥାନା ଅନ୍ତର୍ଗତ ମନସ୍କା ଗାଁ ନିକଟରେ ଥିବା ଗୁଣ୍ଡୁରୀ ସଂରକ୍ଷିତ ଜଙ୍ଗଲ ଏବଂ ଯୁଗସାଇପାଟଣା ରେ ମାଓ ଗତିବିଧି ଥିବା ସୂଚନା ମିଳିଥିଲା । ଏହା ପରେ ଏସପି ଅଭିଳାଷ ଜି ଏବଂ ସିଆାରପିଏଫ…

ବିଜେପିରେ ଯୋଗ ଦେଲେ ପ୍ରସିଦ୍ଧ ଗାୟୀକା ଅନୁରାଧା ପଡ଼ୱାଲ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ପ୍ରସିଦ୍ଧ ଗାୟୀକା ଅନୁରାଧା ପଡୱାଲ। ସେ ଆଜି ଅପରାହ୍ନରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଦଳରେ ଯୋଗ ଦେଇଛନ୍ତି। ଖୁବଶୀଘ୍ର ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି ଆଉ ଏହି ସମୟରେ ଅନୁରାଧା ପାଉଡୱାଲ ରାଜନୈତିକ କ୍ୟାରିୟର ଆରମ୍ଭ…

ମୋଦୀ ସରକାରଙ୍କ ବଡ ଆକ୍ସନ, ୫ବର୍ଷ ପାଇଁ ବ୍ୟାନ ହେଲା ୟାସୀନ ମଲ୍ଲିକଙ୍କ ବିଛିନ୍ନତାବାଦୀ ଦଳ

ନୂଆଦିଲ୍ଲୀ: କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କ ଦଳକୁ ବ୍ୟାନ କଲେ ମୋଦୀ । ଆଜି ନରେନ୍ଦ୍ର ମୋଦୀ ସରକାର ଘୋଷଣା କରିଛନ୍ତି ଯେ, 'ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ' ପାଞ୍ଚ ବର୍ଷ ପାଇଁ ଏକ 'ବେଆଇନ ସଂଗଠନ' ହେବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଜାମ୍ମୁ…

‘ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ’

କଟକ: ମାଟ୍ରିକ ମୂଲ୍ୟାୟନ ନେଇ ବୋର୍ଡ ପକ୍ଷରୁ ପ୍ରେସମିଟ । ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇବ କହିଲେ, ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ଏବର୍ଷ ପିଲାମାନେ ନିଜ ମାଟ୍ରିକ୍ ପରୀକ୍ଷା ଫଳ ଅନଲାଇନରେ ଦେଖିବା ସହ ପରୀକ୍ଷା ଫଳ ବାହାରିବା ୭ ଦିନ ଭିତରେ ଡିଜିଟାଲ ସାର୍ଟିଫିକେଟର କପି…

ପଞ୍ଚମ ପାଳିର ଶେଷ କ୍ୟାବିନେଟ, ୧୪ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ଵର: ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ଶେଷ କ୍ୟାବିନେଟ । କ୍ୟାବିନେଟରେ ମୋଟ ୭ଟି ବିଭାଗର ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।…

ରାମଲାଲାଙ୍କ ଜନ୍ମତ୍ସବ ପାଇଁ ୩ଦି ଯାଏଁ ୨୪ଘଣ୍ଟା ହେବ ସାଧାରଣ ଦର୍ଶନ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ଘୋଷଣା । ରାମନବମୀ ଅବସରରେ ୩ଦିନ ଯାଏଂ ୨୪ ଘଣ୍ଟିଆ ଦର୍ଶନ ପାଇବେ ଭକ୍ତ । ଅଯୋଧ୍ୟାର ବରିଷ୍ଠ ଅଧିକାରୀଙ୍କ ସହ ଏକ ହୋଇଥିବା ଏକ ବୈଠକରେ ଏହି ନିଷ୍ପତି ନେଇଛନ୍ତି ଯୋଗୀ । ନବରାତ୍ରୀର ଅଷ୍ଟମୀ, ନବମୀ ଏବଂ ଦଶମୀ ଦିନ ପ୍ରଭୁ…

ବାନ୍ତି କଲେ ଭକ୍ତ: ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ: ଅବକାଶ ନୀତି ପରେ ମହାପ୍ରଭୁଙ୍କର କରାଗଲା ବଡ ମହାସ୍ନାନ ନୀତି । ଭିତରକାଠ ନିକଟରେ ଜଣେ ଭକ୍ତ ବାନ୍ତି କରିଦେବାରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି କରାଯାଇଛି । ଶ୍ରୀଜିଉଙ୍କ ମହାସ୍ନାନ ନୀତି ଚାଲିଥିବାରୁ ବନ୍ଦ ରହିଥିଲା ସାଧାରଣ ଦର୍ଶନ । ମହାସ୍ନାନ ନୀତି ପରେ ଦର୍ଶନ ଆରମ୍ଭ ହୋଇଛି…

ନିର୍ବାଚନ ପୂର୍ବରୁ ’ମୋଦୀଙ୍କ ପରିବାର’ ଗୀତ ରିଲିଜ

ନୂଆଦିଳ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ଗୀତ ରିଲିଜ ହୋଇଛି।  ’ମେ’ ମୋଦୀ କା ପରିବାର ହୁଁ’ ନାଁରେ ଏହି ଗୀତ ନିର୍ବାଚନକୁ ଦୃଷ୍ଟିରେ ରଖି ଲଞ୍ଚ କରାଯାଇଛି । ୩ ମିନିଟ୍ ୧୩ ସେକେଣ୍ଡ ଗୀତରେ ସରକାରଙ୍କ ସମସ୍ତ…

ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ଅଭିନେତା ଅମିତାଭ ବଚ୍ଚନ, ସ୍ଵାସ୍ଥ୍ୟକୁ ନେଇ ଉଠିଥିବା ଗୁଜବକୁ ଖଣ୍ଡନ କଲେ ବିଗ୍ ବି

ମୁମ୍ବାଇ: ଗତକାଲି ବଲିଉଡର ଜଣାଶୁଣା ଅଭିନେତା ଅମିତାଭ ବଚ୍ଚନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଥିଲା । ୮୧ ବର୍ଷୀୟ ଅଭିନେତା ଗତକାଲି କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ କିଛି ଗଣମାଧ୍ୟମରେ ଖବର ଆସିଥିଲା ଯେ ତାଙ୍କ ଗୋଡ଼ରେ ଜମାଟ ବାନ୍ଧିବାରୁ ଆଞ୍ଜିଓପ୍ଲାଷ୍ଟି…