ବଦଳିପାରେ ବିହାର ରାଜନୀତି: ଚିରାଗ ପାସୱାନଙ୍କୁ ଇଣ୍ଡିଆରୁ ମିଳିଲା ବଡ଼ ଅଫର୍
ନୂଆଦିଲ୍ଲୀ: ବଦଳିବକି ବିହାର ରାଜନୀତି। ବିହାରରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଏନଡିଏ ଏବଂ ଇଣ୍ଡିଆ ଆଲାଇନ୍ସ ମଧ୍ୟରେ ଆସନ ବଣ୍ଟନ ନେଇ ଦ୍ୱନ୍ଦ୍ୱ ରହିଛି। ଏହି ସମୟରେ ସୂଚନା ରହିଛି ଯେ ଚିରାଗ ପାସୱାନଙ୍କ ପାର୍ଟିକୁ ନିଜ ଆଡକୁ ଆଣିବା ପାଇଁ ଇଣ୍ଡିଆ ଆଲାଇନ୍ସ ଉଦ୍ୟମ ଆରମ୍ଭ କରିଛି।…