Latest Odisha News

BREAKING NEWS

ଆଜି ମହାପ୍ରଭୁଙ୍କ ପଦ୍ମ ବେଶ ନୀତି, ବିଶାଳ ପଦ୍ମକେଶରରେ ଶୋଭାପାଇବ କଳାଶ୍ରୀମୁଖ

ପୁରୀ: ପଦ୍ମଫୁଲ ଆଉ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କ ଖୁବ ନିବିଡ। ଖାସ ସେଇଥି ପାଇଁ ମହାପ୍ରଭୁଙ୍କ ବିଭିନ୍ନ ଅଙ୍ଗକୁ ପଦ୍ମ ସହ ତୁଳନା କରାଯାଏ । ଫୁଲମାନଙ୍କ ଭିତରେ କମଳ ବା ପଦ୍ମ ଶ୍ରେଷ୍ଠ ହୋଇଥିବାରୁ ମହାପ୍ରଭୁଙ୍କ ବର୍ଷକୁ ଗୋଟିଏ ଥର ପଦ୍ମ ବେଶରେ ସଜ୍ଜିତ କରାଯାଏ। ଏ ବର୍ଷର ଏହି…

କେନ୍ଦ୍ର ଡେପୁଟେସନରେ ଥିବା ଓଡ଼ିଶା କ୍ୟାଡର ଆଇଏଏସଙ୍କୁ ମିଳିଲା ଗୁରୁ ଦାୟିତ୍ବ

ଭୁବନେଶ୍ୱର: ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍ (ଏନ୍ଏଚ୍ଆଇଡିସିଏଲ୍) ଏହାର ପରିଚାଳନା ନିର୍ଦ୍ଦେଶକ ଭାବେ ଓଡ଼ିଶା କ୍ୟାଡରର ଆଇଏଏସ ଅଫିସର ତଥା କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇଏଏସ ଅଧିକାରୀ ଡ. କ୍ରିଷ୍ଣନ କୁମାରଙ୍କୁ ନିଯୁକ୍ତ କରିଛି। ୨୦୦୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ…

ପରଲୋକରେ ଖଲ୍ଲିକୋଟର ରାଣୀ ତଥା ପୂର୍ବତନ ବିଧାୟିକା ଭି ସୁଜ୍ଞାନୀ ଦେଓ

ଭୁବନେଶ୍ୱର: ପରଲୋକରେ ଖଲ୍ଲିକୋଟର ରାଣୀ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନୀ ଦେଓ। ଗତ କିଛି ଦିନ ହେବ ସେ ଗୁରୁତର ହୋଇପଡିବାରୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବିଳମ୍ବିତ ରାତି ୧୨ଟା ୪୪ ମିନିଟରେ ସେ ୮୬ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ…

ବିଧାନସଭା ନିର୍ଦ୍ଧାରିତ ସମୟ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ

ଭୁବନେଶ୍ୱର: ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ପ୍ରସ୍ତାବ କ୍ରମେ ନିର୍ଦ୍ଧାରିତ ସମୟର ଦୁଇ ଦିନ ପୂର୍ବରୁ ଶୁକ୍ରବାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ବିଜେପି ସଭ୍ୟମାନେ ଏହି ପ୍ରସ୍ତାବକୁ ବିରୋଧ କରି ଗୃହରୁ କକ୍ଷତ୍ୟାଗ କରିଥିଲେ ମଧ୍ୟ ବାଚସ୍ପତି…

ଚେନ୍ନାଇରେ ଚିକିତ୍ସାଧୀନ ବିଜେଡି ନେତ୍ରୀ ଭି ସୁଜ୍ଞାନ କୁମାରୀ ଦେଓଙ୍କୁ ଭେଟିଲେ ନବୀନ

ଚେନ୍ନାଇ: ବିଜେଡିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଧାୟିକ ଭି ସୁଜ୍ଞାନ କୁମାରୀ ଦେଓ ଅସୁସ୍ଥ । ସେ ଏବେ ଚେନ୍ନାଇରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଚେନ୍ନାଇ ଯାଇ ଭେଟିଛନ୍ତି। ଯେଉଁ ଘରୋଇ ହସ୍ପିଟାଲକୁ ନବୀନ ଯାଇଛନ୍ତି ତାଙ୍କ…

କେନ୍ଦ୍ରର ଚାଉଳ ପ୍ୟାକେଟରେ ରାଜ୍ୟ ସରକାରଙ୍କ ବିଜ୍ଞାପନ, ପ୍ରତିବାଦ କଲା ବିଜେପି

ଖୋର୍ଦ୍ଧା: ବାଲୁଗାଁରେ ବିଜେଡି ସରକାର କେନ୍ଦ୍ର ପକ୍ଷରୁ ଯୋଗାଇ ଦିଆଯାଉଥିବା ପିଡିଏସ୍ ଚାଉଳର ଅପବ୍ୟବହାର କରୁଥିବା ଅଭିଯୋଗ କରି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଅଧୀନରେ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଚାଉଳ ବସ୍ତାରେ ବିଜେଡି…

ପୋଖରାନ ପରମାଣୁ ପରୀକ୍ଷଣ ସହିତ ରହିଛି ଏହି ତିନି ଭାରତରତ୍ନଙ୍କର ସମ୍ପର୍କ, ଜାଣନ୍ତୁ ଏମାନଙ୍କ ସମ୍ପର୍କରେ

ନୂଆଦିଲ୍ଲୀ: ଭରତ ରତ୍ନ ହେଉଛି ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ। ଯଦିଓ ଅଦ୍ୟାବଧି ଏହା ମାତ୍ର ୫୩ ଜଣଙ୍କୁ ଦିଆଯାଇଛି, କିନ୍ତୁ ଏଥିମଧ୍ୟରୁ ଏପରି ଚାରିଜଣ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଜାତୀୟ ସେବା ତଥା ବୀରତ୍ୱର ଏପରି କାର୍ଯ୍ୟକ୍ରମ ସହିତ ଜଡିତ ରହିଛନ୍ତି। ଯାହାକି ସାରା ବିଶ୍ୱରେ…

ଦୀନେଶଙ୍କ ସହ ବିଶ୍ୱାସଘାତକତା କରିଥିଲେ ପତ୍ନୀ ଓ ବନ୍ଧୁ ବିଜୟ

ଭାରତୀୟ କ୍ରିକେଟର ସିନିୟର ୱିକେଟକିପର ଦୀନେଶ କାର୍ତିକଙ୍କ ଜୀବନରେ ଅନେକ ଝଡ ଆସିଛି । ତେବେ ପତ୍ନୀ ଓ ବନ୍ଧୁ ତାଙ୍କ ସହ ବିଶ୍ୱାସଘାତକତା କରିବେ ତାହା ସେ କେବେ ସ୍ୱପ୍ନରେ ଭାବି ନ ଥିଲେ । ଦୀନେଶ ଓ ନିକିତା ବନଜାରା ଦୀର୍ଘ ଦିନ ପରସ୍ପରକୁ ଭଲ ପାଇବା ପରେ ଶେଷରେ ବିବାହ କରିଥିଲେ । ୨୦୧୨ରେ…

ମତ୍ସ୍ୟଜୀବୀଙ୍କ ପାଇଁ ନୂଆ ଯୋଜନା ଆଣିଲେ ସରକାର

ନୂଆଦିଲ୍ଲୀ: ଅଣସଂଗଠିତ ମତ୍ସ୍ୟ ଚାଷ କ୍ଷେତ୍ରକୁ ଆନୁଷ୍ଠାନିକ କରିବା, ମାଇକ୍ରୋ ଏବଂ କ୍ଷୁଦ୍ର ଉଦ୍ୟୋଗ (ଏମ୍ଏସ୍ଏମ୍ଇ)କୁ ଅନୁଷ୍ଠାନିକ ଅର୍ଥ ପ୍ରଦାନ ତଥା ଜଳଚର ବୀମାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ୬ ହଜାର କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି। ଏହା ସହିତ ସରକାର 'ମତ୍ସ୍ୟ…

ଇଂଟରନେଂଟରେ ଚହଳ ସୃଷ୍ଟି କରୁଛି ଲିଫ ଶିପ

ନୂଆଦିଲ୍ଲୀ: ଲିଫ ଶିପ ସ୍ଲବ ନାମକ ଏକ ଆକର୍ଷକ ସାମୁଦ୍ରିକ ଜୀବ ଏବେ ଇଂଟରନେଂଟରେ ଚହଳ ସୃଷ୍ଟି କରିଛି । ଲୋକଙ୍କୁ ଏହି ଛୋଟ ଜୀବଟି ବେଶ ପସନ୍ଦ ଆସୁଛି । ଏପରିକି କେହି କେହି ଏହାକୁ ପୋକେମନ ସହ ତୁଳନା କରୁଛନ୍ତି । ଏହି କୁନି ଜୀବ କୋଷ୍ଟାସିଲା କୁରୋଶିମା ନାମରେ ମଧ୍ୟ ପରିଚିତ । ୧୯୯୩ରେ…