Latest Odisha News

BREAKING NEWS

ଯେଉଁଠି ହୋଇଥିଲା ପାଣ୍ଡବ ମାନଙ୍କୁ ଜିଅନ୍ତା ଜଳାଇବାର ଯୋଜନା, ଜାଣନ୍ତୁ ୫୩ ବର୍ଷ ଧରି ଚାଲିଥିବା ବାଗପତର ଲାକ୍ଷାଗୃହ…

ଉତ୍ତରପ୍ରଦେଶ: ଚର୍ଚ୍ଚାରେ ଏବେ ୟୁପିର ବାଗପତ ଜିଲ୍ଲା । କାରଣ ହେଉଛି ଲାକ୍ଷାଗୃହ-କବରସ୍ଥାନ ବିବାଦ ମାମଲା । ଏହି ମାମଲାରେ ଗତକାଲି ହିନ୍ଦୁ ଦଳ ସପକ୍ଷରେ ଜିଲ୍ଲା ଓ ଅଧିବେଶନ କୋର୍ଟ ରାୟ ଶୁଣାଇଛନ୍ତି । ୫୩ ବର୍ଷ ଧରି ଚାଲିଥିବା ଏହି ମକୋଦ୍ଦମା ପରେ ବର୍ଣ୍ଣୱାସ୍ଥିତ ଯେଉଁ ଯାଗାକୁ…

‘ବସ୍ତର:ଦ ନକ୍ସଲ ଷ୍ଟୋରୀ’ ଫିଲ୍ମର ଟିଜର ସହ ସାମ୍ନାକୁ ଆସିଲା ରିଲିଜ ଡେଟ୍, ଜବରଦସ୍ତ ମିଳୁଛି ରେସପନ୍ସ

ମୁମ୍ବାଇ: ଯେଉଁ ଦିନଠାରୁ ଭିପୁଲ ଅମୃତଲାଲ ଶାହ 'ଦ କେରଲା ଷ୍ଟୋରୀ' ଟିମ୍ ସୁଦୀପ୍ତୋ ସେନ୍ ଏବଂ ଅଦା ଶର୍ମାଙ୍କ ସହ 'ବସ୍ତର:ଦ ନକ୍ସଲ ଷ୍ଟୋରୀ' ପାଇଁ ପୁଣିଥରେ ହାତ ମିଳାଇଥିଲେ, ସେବେଠାରୁ ଫିଲ୍ମ ବିଷୟରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଦର୍ଶକ ଏହାର ଟିଜର ଅପେକ୍ଷା କରିଛନ୍ତି ।…

ସମାଜର ଦୁର୍ବଳତାଗୁଡ଼ିକର ନିରାକରଣ ପାଇଁ ସାହିତ୍ୟ ଗୁରୁତ୍ୱପୂର୍ଣ୍ଣ : ୫ ଟି ଅଧ୍ୟକ୍ଷ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଦୁଇ ଦିନିଆ ବିମର୍ଶ କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ୫ ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ପାଣ୍ଡିଆନ୍…

ଭାଷା ଭାଗବତ : ଏମିତି ଲେଖକ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କେ କଲେ ସମ୍ମାନ ଜ୍ଞାପନ ପ୍ରସନ୍ନ ହୁଏ ଯା'ର ମନ ସରିନି ତାହାର ଶୈଶବ ଏହା ହିଁ ବୁଝିବାକୁ ହେବ ନିଜ ସ୍ବାର୍ଥ ସାଧନ ପାଇଁ ସେଠୁ ଏଠାକୁ ଆସି, ଯାଇ ବଢ଼ିଲେ ସଂପର୍କ ପରିଧି ଚେତନା ହୋଇଯାଏ…

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଶା କୁଇଜ୍ ପ୍ରତିଯୋଗିତା

ଭୁବନେଶ୍ୱର :  ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ହେଉଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ତିନି ଦିନ ଧରି କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ପ୍ରାଧ୍ୟାପକ ତଥା କୁଇଜ୍…

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୭ ମୃତ, ୬୦ ଗୁରୁତର

ଭୋପାଲ୍: ମଧ୍ୟପ୍ରଦେଶର ହରଦା ଠାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ବିସ୍ଫୋରଣର କାରଣ ଏବେସୁଦ୍ଧା…

୨.୩୪ ଲକ୍ଷରୁ ଅଧିକ ବିକଶିତ ଭାରତ ସ୍ୱାସ୍ଥ୍ୟ ଶିବିରରେ ମୋଟ ଲୋକ ସଂଖ୍ୟା ୭.୨୨ କୋଟି ଟପିଛି

ଭୁବନେଶ୍ବର: ଚଳିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଧୀନରେ ବର୍ତ୍ତମାନ ସୁଦ୍ଧା ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଆୟୋଜିତ ୨ ଲକ୍ଷ ୩୪ ହଜାର ୨୫୯ ଟି ସ୍ୱାସ୍ଥ୍ୟ ଶିବିରରେ ସମୁଦାୟ ୭ କୋଟି ୨୨ ଲକ୍ଷ ୬୯ ହଜାର ରୁ ଅଧିକ ଲୋକ ଯୋଗ ଦେଇଛନ୍ତି । ସ୍ୱାସ୍ଥ୍ୟ ଶିବିରରେ ଏହି ସବୁ…

ନୀତୀଶଙ୍କ ପରେ ଏନଡିଏ ମୁହାଁ ଉଦ୍ଧବ ଠାକରେ!

ମୁମ୍ବାଇ: ନୀତୀଶ କୁମାରଙ୍କ ଆୟା ରାମ୍ ଗୟା ରାମ୍ ନୀତି କାହାକୁ ଅଛପା ନାହିଁ। ଇଣ୍ଡିଆ ମେଣ୍ଟରୁ ଓହରିବା ଓ ଏନଡିଏ ସହ ମିଶିବା ତାଙ୍କ ଦଳ ଡିଆଁ ନୀତିକୁ ବେଶ୍ ସ୍ପଷ୍ଟ କରିଦେଇଛି। ତେବେ ଏହି ଟ୍ରେଣ୍ଡରେ ସାମିଲ୍ ହେବେ କି ଇଣ୍ଡିଆ ଗଠବନ୍ଧନର ଆଉ ଜଣେ ଟାଣୁଆ ନେତା? ରାଜନୈତିକ ଉଡ଼ା ମହଲରେ…

ପରୀ ହତ୍ୟା ମାମଲା: ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନୟାଗଡ: ବହୁ ଚର୍ଚ୍ଚିତ ନୟାଗଡ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲା । ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ ନୟାଗଡ ଚିଲଡ୍ରେନ୍ସ କୋର୍ଟ । ଏଥିସହ ୬ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେପଟେ ସାବାଳକ ହୋଇଥିଲା ଅଭୁଯୁକ୍ତକୁ ମୃତ୍ୟୁଦଣ୍ଡାଦେଶ ହୋଇଥାଆନ୍ତା ବୋଲି…

ଗ୍ୟାସ ଟ୍ୟାଙ୍କର ଓଲଟି ବାଇକ ଆରୋହୀ ମୃତ

ପାରାଦୀପ: ପାରାଦୀପରେ ଦେଖାବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗ୍ୟାସ ଟ୍ୟାଙ୍କର ଓଲଟିପଡିବାରୁ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ କେନ୍ଦ୍ରାପଡା ଜିଲ୍ଲା ଗରଜଙ୍ଗା ଗାଁର ପ୍ରଭାତ ପାତ୍ର ବୋଲି ଜଣାପଡିଛି । ସୂଚନା ମୁତାବକ, ପ୍ରଭାତ ପାରାଦ୍ଵୀପର ଏକ କମ୍ପାନୀରେ ପାଇପ…