୨୦୧୮ରୁ ବିଦେଶରେ ଗଲାଣି ୪୦୩ ଭାରତୀୟ ଛାତ୍ରଙ୍କ ଜୀବନ
ନୂଆଦିଲ୍ଲୀ: ୨୦୧୮ରୁ ଆଜିଯାଏ ବିଦେଶରେ ମୋଟ ୪୦୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହେଲାଣି। ପ୍ରାକୃତିକ ଦୁର୍ବିପାକ, ଦୁର୍ଘଟଣା ଏବଂ ଅନ୍ୟ କାରଣରୁ ବିଦେଶରେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି। ତେବେ କାନାଡାରେ ସର୍ବାଧିକ ୯୧ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ରିଟେନରେ ୪୮ଜଣ ଛାତ୍ରଙ୍କ ଜୀବନ…